ଜାଲ୍ ରାସନ କାର୍ଡ ନାଁରେ ମହାଠକେଇ: କୁଜଙ୍ଗରେ ଗରିବଙ୍କୁ ଲୁଟିନେଲେ ଦଲାଲ, ହଡ଼ପ ହେଲା ୧୫ ଲକ୍ଷ ଟଙ୍କା!
ଜଗତସିଂହପୁର: କୁଜଙ୍ଗ ବ୍ଲକରେ ସାମ୍ନାକୁ ଆସିଛି ଏକ ବଡ଼ ଧରଣର ରାସନ କାର୍ଡ ଦୁର୍ନୀତି। ଗରିବ ଓ ଅସହାୟ ଲୋକଙ୍କୁ ରାସନ କାର୍ଡ ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଦଲାଲମାନେ ପ୍ରାୟ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି। ଗୋଟିଏ ପଟେ ଯୋଗ୍ୟ…