Latest Odisha News

BREAKING NEWS

CJI On CJP Protest: ‘ସମୟ ନଷ୍ଟ କରନ୍ତୁ ନାହିଁ…’, ଛାତ୍ରଙ୍କ ଉପରେ ପୋଲିସ ଲାଠିଚାର୍ଜ ମାମଲାରେ…

ନୂଆଦିଲ୍ଲୀ: ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ ନେଇ ସଂସଦ ଅଭିମୁଖେ ଛାତ୍ର ସଂଗଠନ ସିଜେପି (CJP) ପକ୍ଷରୁ ଜୁଲାଇ ୨୦ରେ କରାଯାଇଥିବା ପଦଯାତ୍ରା ବେଳେ ଦିଲ୍ଲୀ ପୋଲିସର ଲାଠିଚାର୍ଜ ଓ ବଳପ୍ରୟୋଗ ଘଟଣାରେ ତତ୍କାଳ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା…

MKCGରେ କରୋନା ସଂକ୍ରମଣ, ଗୁଜବ ନେଇ ସ୍ପଷ୍ଟ କଲେ ମେଡିକାଲ ଅଧୀକ୍ଷକ

ବ୍ରହ୍ମପୁର: ବ୍ରହ୍ମପୁରର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂଆ COVID-19 ମାମଲା ଚିହ୍ନଟକୁ ଗୁଜବ ବୋଲି କହିଛନ୍ତି ମେଡିକାଲ ଅଧୀକ୍ଷକ। ଏଥିସହିତ ଗଞ୍ଜାମ ଜିଲ୍ଲାରେ କୌଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ସେ ପ୍ରକାଶ କରିଛନ୍ତି। ହସ୍ପିଟାଲର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିବା…

ଆଖି ପିଛୁଳାକେ ଘଟିଗଲା ଅଘଟଣ: ଭୁବନେଶ୍ୱରରେ ଅଟୋକୁ ପିଟିଲା ସ୍ପିଡ୍ କାର୍, ରକ୍ତରଞ୍ଜିତ ହେଲା ରାସ୍ତା

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ବ୍ୟସ୍ତବହୁଳ ରାସ୍ତା ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ବେପରୁଆ ଡ୍ରାଇଭିଂ ଏବଂ ଟ୍ରାଫିକ ନିୟମର ଖୋଲା ଉଲ୍ଲଂଘନ କାରଣରୁ ପଟିଆ-ଜୟଦେବ ବିହାର ରାସ୍ତାରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ କାର୍…

ଏଣିକି ଏସସିବିରେ ରକ୍ତ ପରୀକ୍ଷା ଏବଂ ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବେନି ରୋଗୀ…

କଟକ: ଏଣିକି ରକ୍ତ ପରୀକ୍ଷା ପାଇଁ କିମ୍ବା ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବାକୁ ପଡିବନି । ମୋବାଇଲକୁ ଆସିବ ରିପୋର୍ଟ । ଖୁବଶୀଘ୍ର କଟକ ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସରେ ଏହି ମାଗଣା ସୁବିଧା ପାଇବେ ରୋଗୀ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ…

ଦୁର୍ଘଟଣାରେ ଆଖି ବୁଜିଲେ ‘ଗର୍ଜିଲା’ ଫିଲ୍ମରେ ଜିଆ ଫେମ୍ ଅଭିନେତ୍ରୀ କେଲି ହଟଲ୍

ମୁମ୍ବାଇ: କାର ଦୁର୍ଘଟଣାରେ ଚାଲିଗଲା ଗର୍ଜିଲା' ଫିଲ୍ମରେ ଜିଆ ଫେମ୍ ମୂକ ବଧିର ଅଭିନେତ୍ରୀ କେଲି ହଟଲ୍‌ଙ୍କ ଜୀବନ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାଟି ମଙ୍ଗଳବାର ସକାଳେ ମେରିଲ୍ୟାଣ୍ଡର ଫ୍ରେଡେରିକ୍ ରେ ଘଟିଥିଲା । ସୁପରହିଟ୍ ହଲିଉଡ୍ ଫିଲ୍ମ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁର ଆତ୍ମସମର୍ପଣ

ଭୁବନେଶ୍ୱର: ନକ୍ସଲ ବିରୋଧୀ ଅଭିଯାନରେ ଝାଡ଼ଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମହିଳା ମାଓବାଦୀ ଅନିତା କିସ୍କୁ ଆତ୍ମସମର୍ପଣ କରିଛନ୍ତି। ଝାଡ଼ଖଣ୍ଡ ସରକାରଙ୍କ "ନୟୀ ଦିଶା - ଏକ ନୟୀ ପେହଲ" ଯୋଜନାରେ ପ୍ରଭାବିତ ହୋଇ ମହିଳା ମାଓବାଦୀ ଅନିତା କିସ୍କୁ ଓରଫ ବବିତା ହିଂସା ପଥ ପରିତ୍ୟାଗ…

Delhi Metro shuts:ସୁରକ୍ଷା କାରଣରୁ ଦିଲ୍ଲୀର ୧୬ ମେଟ୍ରୋ ଷ୍ଟେସନ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କରାଗଲା ବନ୍ଦ

ନୂଆଦିଲ୍ଲୀ:ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ଯୋଗୁଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ DMRC ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜନ୍ତର ମନ୍ତର ଠାରେ ‘କକରୋଚ୍ ଜନତା ପାର୍ଟି’ (Cockroach Janata Party) ଦ୍ୱାରା ଚାଲିଥିବା ବିକ୍ଷୋଭ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି।…

Punjab Honour Killing: କାଳ ହେଲା ପ୍ରେମ ବିବାହ, ଯମ ସାଜିଲେ ଜନ୍ମ କଲା ବାପା, ମା’!

ଫରିଦକୋଟ: ପ୍ରେମ କରି ବିବାହ କରିଥିଲେ, ଭାବିଥିଲେ ନୂଆ ଜୀବନ ଆରମ୍ଭ ହେବ। କିନ୍ତୁ ଅଢ଼େଇ ମାସ ପରେ ସେହି ପ୍ରେମ ବିବାହ ହିଁ ତାଙ୍କ ପାଇଁ ସାଜିଲା ମୃତ୍ୟୁର କାରଣ। ନିଜ ୨୦ ବର୍ଷୀୟ ଝିଅର ଗଳା କାଟି ମାରିଦେଲେ ନିଜେ ବାପା, ମା’ । ପଞ୍ଜାବର ଫରିଦକୋଟ ଜିଲ୍ଲାରେ ୨୦ ବର୍ଷୀୟା ମହକପ୍ରୀତ…

ଝାରସୁଗୁଡାରେ ସପିଂ ମଲ୍ ଓ ଜୁଏଲାରି ଦୋକାନରେ ଅଗ୍ନିକାଣ୍ଡ 

ଝାରସୁଗୁଡା: ବୁଧବାର ସକାଳେ ଝାରସୁଗୁଡା ସହର ଉପକଣ୍ଠରେ ଥିବା ସରବାହାଲ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଏକ ସପିଂ ମଲ୍ ଏବଂ ଏକ ଜୁଏଲାରି ଦୋକାନ ପୋଡ଼ି ଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ମାନେ ସକାଳ ସମୟରେ ବହୁତଳ କୋଠାରୁ ଘନ ଧୂଆଁ ଏବଂ ନିଆଁ ବାହାରୁଥିବା ଦେଖି ପୋଲିସ ଏବଂ…

Opposition’s Protest: ସଂସଦରେ କଳା ପୋଷାକ ପିନ୍ଧି ବିରୋଧୀଙ୍କ ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନ ଓ ଅମିତ…

ନୂଆଦିଲ୍ଲୀ: ନିଟ୍‌ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଉପରେ ପୋଲିସ ଲାଠିଚାର୍ଜକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରତିବାଦ ଆହୁରି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣାର ପରଦିନ ବୁଧବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ବିକ୍ଷୋଭ କରିଛନ୍ତି।…