Badrinath Temple:ବଦ୍ରିନାଥ ମନ୍ଦିରରେ ଦାନ ଅର୍ଥ ଚୋରି ମାମଲାରେ ଦ୍ୱିତୀୟ ଗିରଫଦାରୀ;ମନ୍ଦିରର ପୂର୍ବତନ ଅଧିକାରୀ…
ଡେରାଡୁନ:ବଦ୍ରିନାଥ ମନ୍ଦିରରେ ଦାନ ଓ ଭେଟି ସାମଗ୍ରୀ ଚୋରି ଘଟଣାରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ମନ୍ଦିରର ପୂର୍ବତନ ଅଧିକାରୀ ରାଜେନ୍ଦ୍ର ଚୌହାନଙ୍କୁ ଗିରଫ କରିଛି। ଚୌହାନ ନିକଟରେ ଅର୍ଥାତ୍ ଜୁନ୍ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ପୋଲିସ ଏହି…