୨୬ ବର୍ଷର ବନ୍ଧୁତା: ପୁଣି ଏକାଠି ପ୍ରିୟଙ୍କା ଓ ଲାରା !
ମୁମ୍ବାଇ: ବଲିଉଡର ଦୁଇ ଜଣାଶୁଣା ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଲାରା ଦତ୍ତ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଦୁହିଁଙ୍କର ନିକଟରେ ହୋଇଥିବା ଏହି ସାକ୍ଷାତର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକ ପ୍ରାୟ ୨୬ ବର୍ଷ ପୁରୁଣା…