Latest Odisha News

BREAKING NEWS

ସାଧାରଣ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର: ଦିନକ ପରେ ଦେଶରେ ୪ର୍ଥ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ଦିନକ ପରେ ସପ୍ତମ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

ଛତିଶଗଡ଼ ଏନକାଉଣ୍ଟର: ୧୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପ୍ରଥମେ ୮ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ…

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଇସ୍ରୋ, ତରଳ ରକେଟ୍ ଇଞ୍ଜିନ୍ ପରୀକ୍ଷା ସଫଳ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଏଡିଟିଭ୍ ଉତ୍ପାଦନ (ଏମ୍) ଟେକ୍ନୋଲୋଜି ସାହାଯ୍ୟରେ ଇସ୍ରୋ ସଫଳତାର ସହିତ ତରଳ ରକେଟ୍ ଇଞ୍ଜିନ୍ (liquid rocket engine) ପରୀକ୍ଷା କରିଛି। ଇଞ୍ଜିନକୁ ୬୬୫ ସେକେଣ୍ଡର ଉତ୍ତପ୍ତ ପରୀକ୍ଷଣ କରିବାକୁ…

କ୍ୟାପିଟାଲ୍ ହସ୍ପିଟାଲରେ ହେବ ବାୟୋପ୍ସି ପରୀକ୍ଷା, ରାଜ୍ୟ ବାହାରକୁ ଆଉ ଯିବନି ନମୁନା

ଭୁବନେଶ୍ୱର: ଏଣିକି ବଡ଼ ବଡ଼ ରୋଗୀଙ୍କ ନମୁନା ରାଜ୍ୟ ବାହାରକୁ ଆଉ ଯିବନି। କ୍ୟାପିଟାଲ୍ ହସ୍ପିଟାଲ ପିଜିଆଇଏମଇଆରରେ ହେବ ବାୟୋପ୍ସି ପରୀକ୍ଷା। ଏଥିପାଇଁ ହସ୍ପିଟାଲ ପରିସରରେ ସ୍ଥାପନ ହେବ ଷ୍ଟେଟ୍ ପବ୍ଲିକ ହେଲ୍‌ଥ ଲାବୋରେଟୋରୀ। କ୍ୟାପିଟାଲ୍ ହସ୍ପିଟାଲ ପିଜିଆଇଏମଇଆରରେ ବାୟୋପ୍ସି ପରୀକ୍ଷା…

ବଢ଼ିଲା ୟୁଜିସି-ଏନ୍‌ଇଟି ଆବେଦନ ଅବଧି, ଜୁନ ୧୮ରେ ପରୀକ୍ଷା

ଭୁବନେଶ୍ୱର: ନ୍ୟାସ୍‌‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍‌‌ ୨୦୨୪ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆଉ ୫ଦିନ ବୃଦ୍ଧି କରାଯାଇଛି। ଏ ନେଇ ଶୁକ୍ରବାର ଏନ୍‌ଟିଏ ପକ୍ଷରୁ…

ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ନିର୍ବାଚନ ପ୍ରଚାର କରିବେ ମୋଦୀ: ରାଜଭବନରେ କରିଥିଲେ ରାତ୍ରୀଯାପନ

ଭୁବନେଶ୍ୱର: ଗତକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଶେଷ ହୋଇଛି । ରୋଡ ସୋ ସାରି ମୋଦୀ ରାଜଭବନରେ ରାତ୍ରୀଯାପନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ ଜନ ସମାବେଶରେ ମୋଦି…

ପାଣ୍ଡିଆନଙ୍କର ଓଡ଼ିଶା ରାଜନୀତି ସମ୍ପର୍କରେ ଜ୍ଞାନ କମ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନ୍ ଦେଇଥିବା ଚ୍ୟାଲେଞ୍ଜର ଜବାବ ନେଇ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଓଡ଼ିଶାର ରାଜନୈତିକ ଇତିହାସ କଥା ଉଠାଇ ପାଣ୍ଡିଆନଙ୍କ ଓଡ଼ିଶା ସମ୍ପର୍କିତ ରାଜନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଯନାରାୟଣ…

ଜେଲରୁ ବାହାରିବା ପରେ କେଜ୍ରିଓ୍ବାଲଙ୍କ ପ୍ରଥମ ବାର୍ତ୍ତା, ଏକଛାତ୍ରବାଦ ବିରୋଧରେ ଏକାଠି ହୁଅ

ନୂଆଦିଲ୍ଲୀ: ୫୦ ଦିନ ତିହାର ଜେଲରେ ରହିବା ପରେ ଅନ୍ତରୀଣ ଜାମିନରେ ମୁକୁଳିଥିବା ଅରବିନ୍ଦ କେଜ୍ରିୱାଲ ଭାରତର ନାଗରିକମାନଙ୍କୁ ଏକ ନିବେଦନ କରି ଏକଛତ୍ରବାଦର ବିପଦ ବିରୋଧରେ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି । ସନ୍ଧ୍ୟା ୭ଟାରେ ସେ ଜେଲରୁ ବାହାରିବା ପରେ ଆମ୍ ଆଦମୀ ପାର୍ଟି (ଆପ୍)…

ଚିଟଫଣ୍ଡ କମ୍ପାନୀ ଗ୍ରୀନରେ ଇଣ୍ଟରନ୍ୟାସନାଲ ଲିମିଟେଡ୍ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବାଲେଶ୍ୱର: ବହୁ ଚର୍ଚ୍ଚିତ ଚିଟଫଣ୍ଡ କମ୍ପାନୀ ଗ୍ରୀନରେ ଇଣ୍ଟରନ୍ୟାସନାଲ ଲିମିଟେଡ୍ (ଜିଆରଆଇଏଲ୍ )ର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଯାହାର ତଦନ୍ତ ସିବିଆଇ କରୁଛି। ଜଳେଶ୍ୱର ବଡ଼ ବଜାରରେ ଥିବା ଏହି କାର୍ଯ୍ୟାଳୟକୁ ସିବିଆଇ କାଗଜପତ୍ର ଜବତ କରିବା ପରେ ସିଲ୍ କରିଥିଲା। ଅପରାହ୍ନରେ…

ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ: ମୋଦୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ବରରେ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବିପି ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି।…