ଆଜ୍ଞାମାଳ ବିଜେ ପରେ ଅନୁକୁଳ ହେଲା ରଥକାଠ, ସେପଟେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଲେ ମହାପ୍ରଭୁ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ହୋଇଛି । ଏହାପରେ ରଥ ନିର୍ମାଣର ବିଧି ଆରମ୍ଭ ହେବ ।
ରଥଖଳାରେ ବନଯାଗ ବିଧିରେ…