Latest Odisha News

BREAKING NEWS

ରଥଯାତ୍ରା ପ୍ରସ୍ତୁତି ବୈଠକ: ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ପୁରୀ: ଚଳିତବର୍ଷ ନିର୍ବାଚନ ସହ ରଥଯାତ୍ରାର ଆୟୋଜନ ପ୍ରଶାସନ ପାଇଁ ବଡ ଆହ୍ଵାନ। ତେଣୁ ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ବିଭିନ୍ନ…

ଟି -୨୦ ବିଶ୍ୱକପ ପୂର୍ବରୁ ଆସିଲା ବଡ ଖବର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫ୍ୟାନସ୍ କୁ ଲାଗି ପାରେ ଝଟକା

ନୂଆଦିଲ୍ଲୀ: ଆଇପିଏଲ୍ ସମୟରେ ଏକ ବଡ ଖବର ସାମନା କୁ ଆସୁଛି । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କୁ ଭେଟିଥିଲେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ଟି -୨୦ ବିଶ୍ୱକପ ପାଇଁ ଆଲୋଚନା…

ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ: ଚାପି ହୋଇ ଜଣେ ଶ୍ରମିକ ମୃତ, ୪ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ। ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ସକାଳେ ୫ଜଣ ଶ୍ରମିକ…

୨୦୨୩ ୟୁପିଏସସି ରେଜଲ୍ଟ ପ୍ରକାଶ, ଦ୍ଵିତୀୟ ସ୍ଥାନରେ ଓଡିଶା ଛାତ୍ର ଅନିମେଶ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ ୨୦୨୩ । ଆପଣ ୟୁପିଏସସି ୱେବସାଇଟ୍ upsc.gov.in କୁ ଯାଇ ରେଜଲ୍ଟ ପାଇପାରିବେ । ରିପୋର୍ଟ ଅନୁସାରେ, ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନରେ ଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଡି. ଅନନ୍ୟା ରେଡ୍ଡି ତୃତୀୟ…

ଶିକ୍ଷା ମନ୍ତ୍ରାଳୟର ନୂଆ ଯୋଜନା, ବୋର୍ଡ ପରୀକ୍ଷାରେ ଫେଲ୍ ହେଲେ ଅଧାରେ ଅଟକିବନି ପଠପଢା

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଯଦି ସେମାନେ ପରୀକ୍ଷାରେ ଫେଲ୍ ହୁଅନ୍ତି ତେବେ ସେମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ଆଡମିଶନ ଦିଆଯିବ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟ ଶିକ୍ଷାର୍ଥୀଙ୍କ ପରି…

୧ ସପ୍ତାହ ମଧ୍ୟରେ ଭୁଲକୁ ସୁଧାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଭ୍ରାମାତ୍ମକ ବିଜ୍ଞାପନ ମାମଲାରେ ରାମଦେବ ବାବାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆଜି ଏହି ମାମଲାର ଶୁଣାଣି ଚାଲିଥିବା ସମୟରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ ପୁଣି ଥରେ କ୍ଷମା ମାଗିଛନ୍ତି । କିନ୍ତୁ ଆପଣ ଆମକୁ କ୍ଷମା ନ…

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସକେଓ୍ବାଇ ବନ୍ଦ ପାଇଁ ଯୋଜନା କରୁଛନ୍ତି: ବିଜେଡି

ଭୁବନେଶ୍ବର: ବିଏସକେଓ୍ବାଇ କୁ ନେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ତେରଛା ବାଣ । ବିଏସକେଓ୍ବାଇ ବନ୍ଦ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କହିଲା ବିଜେଡି । ଓଡିଶା ବାହାରେ ବି ବିଏସକେଓ୍ବାଇ ଲାଭ ପାଇଛନ୍ତି ଜନତା । ବିଏସକେଓ୍ବାଇ ନଥିଲେ ୩୮୫ କୋଟିରୁ ଅଧିକ…

୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି ବଡ ଝଟକା

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି  ବଡ ଝଟକା । ଗ୍ଲେନ ମ୍ୟାକ୍ସୱେଲ ଆରସିବିର ହାତ ଛାଡିଛନ୍ତି । ଆଇପିଏଲ୍ ୨୦୨୪ ସିଜିନରେ ଆରସିବି ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଚଳିତ ଆଇପିଏଲ୍ ରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମ୍ୟାକ୍ସୱେଲଙ୍କ…

ସୂତା ଖିଅରେ ଝୁଲୁଛି ଆରସିବିର ପ୍ଲେ ଅଫ ପ୍ରବେଶ ଆଶା

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଖରାପ ପ୍ରଦର୍ଶନ ସହ ଭାଗ୍ୟ ମଧ୍ୟ ସେମାନଙ୍କୁ ସହାୟ ହେଉନି । ସୋମବାର ହାଇଦ୍ରାବାଦ ନିକଟରୁ ପରାଜିତ ହେବା ପରେ ଆରସିବିର ପ୍ଲେ ଅଫ ପ୍ରବେଶ ଆଶା ସୂତା ଖିଅରେ ଝୁଲୁଛି । ଆରସିବି ଆଉ ୭ଟି…

ନିର୍ବାଚନ ୨୦୨୪: ବିଧାନସଭା ପାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ଵର: ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୨୧ଟି ବିଧାନସଭା ପାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୧୩୩ ବିଧାନସଭା ଆସନରୁ ବିଜେପି ପାର୍ଥୀ ଘୋଷଣା କରିଥିବା ବେଳେ…