ଗୀତ ଗାଇଲେ ଧୋନୀ
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଏକ ବିଜ୍ଞାପନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ବିଜ୍ଞାପନରେ ଧୋନୀଙ୍କୁ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସେ ଏକ ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଳାଇ ବୋଲୋ ଯେ କୋଏଲ ବାଗୋ ମେଁ ଗାଉଛନ୍ତି । ଆଇପିଏଲର…