ଆନ୍ତର୍ଜାତୀୟ ଟି୨୦ରେ ଦ୍ରୁତ ଶତକ ହାସଲ କଲେ ନାମ୍ବିଆର ନିକୋଲ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ନାମ୍ବିଆର ୟାନ ନିକୋଲ ଲଫଟି ଇଫଟନ ଦ୍ରୁତ ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ କୁଶଳ ମଲ୍ଲାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କୀର୍ତିପୁର ତ୍ରିଭୂବନ ୟୁନିଭରସିଟି ଇଂଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ନେପାଳ ବିପକ୍ଷ…