Latest Odisha News

BREAKING NEWS

ମହାଶିବରାତ୍ରୀରେ ପୂଜା କରିବା ସମୟରେ ଭୁଲରେ ବି କରନ୍ତୁନାହିଁ ଏହି କାମ, ନଚେତ୍…

ଭୁବନେଶ୍ଵର: ସନାତନ ଧର୍ମରେ ମହାଦେବଙ୍କୁ ଅମର, ଅଜର ଏବଂ ଅବିନାଶୀ କୁହାଯାଏ । ସେ ଆଦି ଆଉ ସେ ହିଁ ଅନନ୍ତ । ମହାଦେବଙ୍କୁ ଭକ୍ତିର ସହ ପୂଜା କଲେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୁଏ । ପ୍ରତିବର୍ଷ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଫଗୁଣ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ…

ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି

ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି । ସେ ଜଣେ ଦକ୍ଷ, ସଚ୍ଚୋଟ…

କବିତା : ରୂପସୀ ରୀଟା

ସାଗରିକା ଦାସ ତୁମେ ଯେ ରୂପ ବାଣ୍ଟ ଦୁଆରୁ ଦୁଆର ,ହସାଇ ରସାଇ , କଥାର ମଧୁରେ ଛଳାଇ କୁହନା ତୁମକାମ ତୁମ ବାହାନା ଅବା ସାଧନା ନୀଳ ଆଖିତଳ କାଳିମା ଯେ କୁହେ ତୁମ ଏକାଙ୍କ ନାଟକେ କାହିଁ ଯବନିକା ? ବାଲି ଘଡ଼ି ପରାଏ ଯୌବନ, ତା' ରି ନିଶାରେ ତାଳୁରୁ ତଳିପା ମଜା,ସଜାରେ…

ଶିଶୁ ଗଳ୍ପ : ତିନି ସାଙ୍ଗ

ନମିତା ପାଇକରାୟ  ରମେଶ, ଅଜୁ, ବୈଭବ ତିନିଜଣଯାକ ବହୁତ ଭଲ ସାଙ୍ଗ ଥିଲେ। ଏକା ଶ୍ରେଣୀରେ ତିନିଜଣ ଯାକ ପଢୁଥିଲେ। ପାଖା ପାଖି ନହେଲେ ବି ବେଶୀ ଦୂର ନଥିଲା ତିନିଜଣ ଙ୍କ ଘରର ବ୍ୟବଧାନ । ସ୍କୁଲ ଯିବା ସମୟରେ, ଡକାଡକି ହୋଇ ସାଙ୍ଗ ହୋଇ ସ୍କୁଲକୁ ଯାଆନ୍ତି। ଅଜୁ ଓ ବୈଭବଙ୍କ ସ୍ୱାସ୍ଥ୍ୟ…

ଦ୍ଵାରକା ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଉଦଘାଟନ ହେଲା ଦେଶର ସବୁଠୁ ବଡ ଲମ୍ବା ବ୍ରିଜ୍

ଅହମ୍ମଦାବାଦ: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ଅବସରରେ ଗୁଜୁରାଟକୁ ଅନେକ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ । ସାରା ଦେଶରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶକ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ୫୨,୨୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ…

ସ୍କୁଲ ନିକଟରୁ ମଦ ଦୋକାନ ହଟାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୫ ବର୍ଷର ଛାତ୍ର

ନୂଆଦିଲ୍ଲୀ: କାନପୁରର ଜଣେ ୫ ବର୍ଷ ଛାତ୍ର ତାଙ୍କ ସ୍କୁଲ ନିକଟରେ ଥିବା ମଦ ଦୋକାନ ହଟାଇବା ପାଇଁ  ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଛାତ୍ର ଜଣଙ୍କ ହାଇକୋର୍ଟରେ  ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଫେବୃଆରୀ ୨୩ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।…

ସୁନ୍ଦର ତ୍ଵଚା ଓ କେଶ ପାଇଁ ରାମବାଣ ଅଁଳା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍‌ ସହାୟକ । ଅଁଳାରେ ଭିଟାମିନ୍‌ ସିରେ ଭରି ରହିଛି । ପ୍ରତିଦିନ ଅଁଳାକୁ ଜୁସ୍‌ କରି ପିଇଲେ ବୟସର ଛାପ ଦେଖାଯାଇ ନ ଥାଏ ।…

କରନ୍ତୁ ଏହି ୫ଟି କାମ, ମିଳିବ ତୁଳସୀ ମା’ଙ୍କ ଆଶୀର୍ବାଦ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି | ବିଶ୍ୱାସ କରାଯାଏ ଯେ ଯଦି ଘରେ ତୁଳସୀ ଗଛ ଲଗାଯାଏ ତେବେ ପରିବାରରେ ସୁଖ ଶାନ୍ତି ପ୍ରାପ୍ତ ହୁଏ । ଏହା ସହିତ ହିନ୍ଦୁ ଧର୍ମରେ କରାଯାଉଥିବା ପୂଜାର ତୁଳସୀ ପତ୍ରର ଏକ ବିଶେଷ ସ୍ଥାନ ରହିଛି। ବିଶ୍ୱାସ ଅନୁଯାୟୀ,…

ଏଣିକି ରାମେଶ୍ଵର ଯାତ୍ରା ହେବ ଆହୁରି ସହଜ, ନଜର ପକାନ୍ତୁ ଏହି ଅନନ୍ୟ ସେତୁ ଉପରେ…

ଚେନ୍ନାଇ: ଏଣିକି ରମେଶ୍ୱରାମ ଯାତ୍ରା ହେବ ଆହୁରି ସହଜ । ଦେଶର କୋଣ ଅନୁକୋଣରୁ ଲୋକମାନେ ସିଧାସଳଖ ଟ୍ରେନରେ ଏହି ଧାର୍ମିକ ସ୍ଥାନରେ ପହଞ୍ଚି ପାରିବେ। ସିଧାସଳଖ ଭାବେ ଏଠାରେ ଟ୍ରେନ୍ ଚଳାଇବା ପାଇଁ ସମୁଦ୍ରରେ ପବନ ବ୍ରିଜ୍ ନିର୍ମାଣ କରାଯାଉଛି । ଯାହା ଏବେ ଶେଷ ପର୍ଯ୍ୟାୟରେ । ଖୁବ୍ ଶୀଘ୍ର…

କେତେ ଧନୀ ଭୂଷଣ କୁମାରଙ୍କ ପତ୍ନୀ ଦିବ୍ୟା ଖୋସଲା, ଜାଣନ୍ତୁ ତାଙ୍କ ସହ ଜଡିତ କିଛି କଥା…

ନୂଆଦିଲ୍ଲୀ: ନିକଟରେ ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଖୋସଲା ନିଜ ସ୍ଵାମୀଙ୍କ ସରନେମ ‘କୁମାର’କୁ ହଟାଇ କେବଳ ଦିବ୍ୟା ଖୋସଲା ରଖିଛନ୍ତି । ତେବେ ଜ୍ୟୋତିଷଙ୍କ ପରାମର୍ଶରେ ଦିବ୍ୟା ଏପରି କରିଥିବା ଜଣାପଡିଛି । ତେବେ ଏଥିପାଇଁ ଦିବ୍ୟା ତାଙ୍କ ସ୍ଵାମୀଙ୍କୁ ଛାଡପତ୍ର ଦେବା କଥା ଚର୍ଚ୍ଚା ହେଉଥିଲା ।…