Latest Odisha News

BREAKING NEWS

ଇଣ୍ଡିଆନ ଇଣ୍ଡୋର ଓପନ: ପୋଲ ଭୋଲ୍ଟରେ କୂଲଦୀପ ଭାଙ୍ଗିଲେ ଜାତୀୟ ରେକର୍ଡ

ଭୁବନେଶ୍ୱର: ଏଠାରେ ଚାଲିଥିବା ଇଣ୍ଡିଆନ ଇଣ୍ଡୋର ଓପନ ଆଥଲେଟିକ୍ସରେ ମଧ୍ୟପ୍ରଦେଶର କୂଲଦୀପ କୁମାର ପୋଲ ଭୋଲ୍ଟରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୨୧ ବର୍ଷୀୟ ଏହି ଯୁବ ଆଥଲେଟ ୫.୪୧ ମିଟର ମାର୍କ ଅତିକ୍ରମ କରିଥିଲେ । ପୂର୍ବରୁ ଦେବକୁମାର ମୀନାଙ୍କ ନାମରେ ଏହି ରେକର୍ଡ ରହିଥିଲା ।…

ଗଙ୍ଗାରେ କୁକୁରକୁ ଗାଧୋଇଦେଲେ, ଭିଡିଓ ଭାଇରାଲ ପରେ ହଙ୍ଗାମା

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ଗଙ୍ଗା ନଦୀକୁ ବିଶ୍ୱାସ ଏବଂ ଭକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତିଦିନ ହଜାର ହଜାର ଭକ୍ତ ଏଠାକୁ ସ୍ନାନ ଏବଂ ପୂଜା କରିବାକୁ ଆସନ୍ତି। କୁହାଯାଏ ଗଙ୍ଗାରେ ଗାଧୋଇଲେ ପାପ ଧୋଇ ହୋଇଯାଏ। ଏପରି ଧାର୍ମିକ ସ୍ଥଳରେ ଏଭଳି ଏକ ଘଟଣା ଘଟିଯାଇଛି…

Mahanadi Water Dispute: ମହାନଦୀ ଜଳ ବିବାଦ:ଆସନ୍ତା ମେ’୩୦ରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି ,ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଯାଇଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଗତ କରିଛନ୍ତି । ଓଡ଼ିଶା ପକ୍ଷରୁ ଏଜି…

 ‘ଶକ୍ତିଶ୍ରୀ’ ଆପ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP-2020)ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟରରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ…

ହାର୍ଦ୍ଦିକଙ୍କ ଭୁଲ ଖୋଜି ପାଇଲେ ଅଶ୍ୱୀନ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ ଜାରୀ ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବା ମୁମ୍ବାଇର ପ୍ରଶଂସା ନୈରାଶ୍ୟଜନକ ରହିଛି । ହାର୍ଦ୍ଦିକଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ରହି ନାହିଁ । ସେ ୭ ମ୍ୟାଚରେ ୧୨୮ ରନ କରିବା ସହ ୪ ୱିକେଟ…

ଦର୍ଶକଙ୍କ ମନ ଜିତିଲା’ମନ୍ତ୍ର ମୁଗ୍ଧ’, ପ୍ରଥମ ଦିନରେ କଲା ୨୧.୫୧ ଲକ୍ଷ ରୋଜଗାର

ଭୁବନେଶ୍ବର:ବହୁ ପ୍ରତିକ୍ଷୀତ ଫିଲ୍ମ 'ମନ୍ତ୍ର ମୁଗ୍ଧ'ଫିଲ୍ମ ମେ ୧ ରେ ରିଲିଜ ହୋଇଥିବା ବେଳେ ସିନେମାଘରେ ଭିଡ଼ ଦେଖିବାକୁ ମିଳିଛି । ହରର ସହ କମେଡି ଫିଲ୍ମ ହୋଇଥିବାରୁ ଲୋକଙ୍କୁ ବେଶ ମନୋରଞ୍ଜନ କରୁଛି । ତେବେ ଫିଲ୍ମ ପ୍ରଥମ ଦିନରେ ମଧ୍ୟ ଭଲ ରୋଜଗାର କରିଛି । ନିର୍ମାତା ଫିଲ୍ମର କଲେକ୍ସନ…

West Bengal Elections:ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ;ବଙ୍ଗଳାରେ ସ୍ୱଚ୍ଛ ଭୋଟ ଗଣନା ପାଇଁ ଅତିରିକ୍ତ…

କୋଲକତା:ପଶ୍ଚିମବଙ୍ଗରେ ଷ୍ଟ୍ରଙ୍ଗ ରୁମ୍ ଏବଂ ଇଭିଏମ୍ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ନିର୍ବାଚନ କମିଶନ ଭୋଟ ଗଣତି ପୂର୍ବରୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ୧୬୫ ଜଣ ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକ ଏବଂ ୭୭ ଜଣ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ…

ସଂସଦର ଅନୁମୋଦନ ବିନା ଟ୍ରମ୍ପଙ୍କ ନିଷ୍ପତ୍ତି, ଏହି ୪ଟି ଦେଶକୁ ଦେବେ ୮୧ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର

ଓ୍ବାଶିଂଟନ୍: ଯୁକ୍ତରାଷ୍ଟ୍ର ଏହାର ମଧ୍ୟପ୍ରାଚ୍ୟ ସହଯୋଗୀ ଦେଶଗୁଡ଼ିକୁ ୮.୬ ଅରବ ଡଲାର (ପ୍ରାୟ ୮୧,୬୨୨ କୋଟି) ରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟକୁ ଅନୁମୋଦନ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ପାଇଁ କଂଗ୍ରେସ ସମୀକ୍ଷା…

ପୋଲିସ SI ସ୍କାମ୍‌; ୮ ଦଲାଲଙ୍କ ବିରୋଧରେ NBW ଜାରି

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ (NBW) ଜାରି କରାଯାଇଛି। ବାରମ୍ବାର ନୋଟିସ୍ ସତ୍ତ୍ୱେ ଏହି ହାଇ-ପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)…

ଏହି ଦୁଇ ପେସ ବୋଲର ଆଫଗାନିସ୍ତାନ, ଇଂଲଣ୍ଡ ବିପକ୍ଷରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ: ଜୁନ ମାସରୁ ଭାରତୀୟ କ୍ରିକେଟ ଟିମର ଆନ୍ତର୍ଜାତୀୟ ମୁକାବିଲା ଆରମ୍ଭ ହୋଇଯିବ । ଘରୋଇ ପରିବେଶରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ଟେଷ୍ଟ ଏବଂ ପରେ ଦିନିକିଆ ସିରିଜ ଖେଳିବ । ଟିମ ଇଣ୍ଡିଆର ଦୁଇ ଯୁବ ପେସ ବୋଲର ଆକାଶଦୀପ ଓ ହର୍ଷିତ ରାଣା ଏହି ସିରିଜରେ ଖେଳିବା ନେଇ…