Latest Odisha News

BREAKING NEWS

ଇଚ୍ଛାମୃତ୍ୟୁ ନେଲେ ନେଦରଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଡ୍ରାଇସ ଭେନ ଆଗେଟ ଓ ପତ୍ନୀ ୟୁଜିନ

ନୂଆଦିଲ୍ଲୀ: ଆଉ ଦିନକ ପରେ ପ୍ରେମର ଦିବସ । ଏହା ପୂର୍ବରୁ ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରାଇସ ଭେନ ଆଗେଟ ଓ ପତ୍ନୀ ୟୁଜୀନ ନିଜ ପ୍ରେମକୁ ଚିରନ୍ତନ ସତ୍ୟରେ ପରିଣତ କରିବା ପାଇଁ ଇଚ୍ଛା ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କ ବୟସ ୯୩ ଏବଂ ସେମାନେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କେହି…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ କି ଭଳି ରହିବ ରାଜକୋଟ ପିଚ

ରାଜକୋଟ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଫେବୃୟାରୀ ୧୫ରେ ରାଜକୋଟରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ରାଜକୋଟ ମ୍ୟାଚରେ ବିଜୟ ଉଭୟ ଟିମ ପାଇଁ ଜରୁରୀ ହୋଇ ପଡିଛି । ଏଠାକାର ପିଚ ଧୀମା ରହିବ ବୋଲି ଅନୁମାନ କରାଯାଉଛି । ଅନ୍ୟ ଅର୍ଥରେ ଏହା…

ବସନ୍ତ ପଞ୍ଚମୀର ଏହି ଶୁଭ ଅବସରରେ ପ୍ରସ୍ତୁତ କରନ୍ତୁ ଏହି ପାରମ୍ପାରିକ ଖାଦ୍ୟ

ଭୁବନେଶ୍ଵର: ବସନ୍ତ ପଞ୍ଚମୀ କେବଳ ବସନ୍ତ ଋତୁ ଆଗମନର ଉତ୍ସବ ନୁହେଁ, ବରଂ ସ୍ୱାଦିଷ୍ଟ ପାରମ୍ପାରିକ ଖାଦ୍ୟ ଉପଭୋଗ କରିବାର ଏକ ବିଶେଷ ସୁଯୋଗ ଅଟେ | ଆପଣ ସୋରିଷ ଶାଗ ସହ ମକା ରୁଟି ହେଉ କିମ୍ବା ମାଲପୁଆ ପରି ସୁଗନ୍ଧିତ ମିଠା ଖାଦ୍ୟ ହେଉ, ବସନ୍ତ ପଞ୍ଚମୀ ସହିତ ଜଡିତ ଏହି ପାରମ୍ପାରିକ ଖାଦ୍ୟ…

ବେଙ୍ଗ ସାହାଯ୍ୟରେ ଜଣା ପଡୁଥିଲା ମହିଳା ଗର୍ଭବତୀ ଅଛନ୍ତି ନା ନାହିଁ, ଜାଣନ୍ତୁ ଏହାର ପଦ୍ଧତି

ଭୁବନେଶ୍ଵର: ଟେକ୍ନୋଲୋଜି କ୍ଷେତ୍ରରେ ଆଜି ବିଶ୍ୱ ବହୁତ ଆଗରେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଯେତେବେଳେ କୌଣସି ପ୍ରଯୁକ୍ତିବିଦ୍ୟା ନଥିଲା ସେତେବେଳେ ଲୋକମାନେ କିପରି ନିଜ ଜୀବନ ବଞ୍ଚୁଥିଲେ । ମା’ ହେବା ସବୁ ମହିଳାଙ୍କ ପାଇଁ ସବୁଠାରୁ ବଡ ସ୍ୱପ୍ନ । ଆଜିକା ଯୁଗରେ ଗର୍ଭଧାରଣକୁ…

ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩: ବି ଏସ୍ କେ ୱାଇକୁ ସ୍ଵର୍ଣ୍ଣ ପଦକ

ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ…

ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମର ପ୍ରତୀକ ଏହି ପ୍ରେମ ମନ୍ଦିର

ଲକ୍ଷ୍ନୌ: ମଥୁରା, ଭଗବାନ ଶ୍ରୀକୃଷ୍ଣଙ୍କ କ୍ରୀଡା ସ୍ଥଳୀ ଭାବରେ ଜଣାଶୁଣା ବୃନ୍ଦାବନରେ ଶ୍ରୀକୃଷ୍ଣ ଏବଂ ରାଧା ରାଣୀଙ୍କ ପ୍ରେମର ଅଗଣିତ କଥା ଏବଂ କାହାଣୀ ଶୁଣିବାକୁ ମିଳେ। ଏଥି ସହିତ, ଶ୍ରୀମନ୍ଦିରର ପ୍ରେମ ମନ୍ଦିର ଏପରି ଯେ ଏହା ଅବିସ୍ମରଣୀୟ ପ୍ରେମର ପ୍ରତୀକ | ବୃନ୍ଦାବନର 'ପ୍ରେମ…

ଏଟିଏମ୍‌ ଭ୍ୟାନ୍‌ରୁ ଦେଢ କୋଟି ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ: ଜବତ ହେଲା ୬୪ ଲକ୍ଷ, ୭ ଗିରଫ

କଟକ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏକ ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ । ଲୁଟ୍‌ କରିଥିବା ଗ୍ୟାଙ୍ଗକୁ ଧରିଛି କଟକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ଖବର ଅନୁଯାୟୀ, ୨୦୨୩…

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଏହି ସମୟରେ ଅର୍ଥ ମନ୍ତ୍ରୀ…

ବନ୍ଦ ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ, କଙ୍ଗନାଙ୍କ ସହ ଏହି ଫିଲ୍ମରେ ଆସିଥିଲେ ନଜର୍

ଲକ୍ଷ୍ନୌ: ବନ୍ଦ ଘରୁ ମିଳିଲା ୟୁପି ସୁଲତାନପୁରର ସ୍ଥାନୀୟ ଗାୟକ ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଝୁଲନ୍ତା ମୃତଦେହ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଲ୍ଲିକା ତାଙ୍କ ସୁଲତାନପୁରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମଲ୍ଲିକାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି…

ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ଦିବାକର ପାତ୍ର

ପୁରୀ: ଆଜିଠୁ ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦିବାକର ପାତ୍ର । ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପୁରୀ…