Latest Odisha News

BREAKING NEWS

ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ଦିବାକର ପାତ୍ର

ପୁରୀ: ଆଜିଠୁ ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦିବାକର ପାତ୍ର । ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପୁରୀ…

ବସନ୍ତ ପଞ୍ଚମୀରେ ଏପରି ସଜାନ୍ତୁ ଗୃହ, ପ୍ରସନ୍ନ ହେବେ ମା’ ସରସ୍ଵତୀ

ଭୁବନେଶ୍ଵର: ଆସନ୍ତାକାଲି ବସନ୍ତ ପଞ୍ଚମୀ । ଏହି ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରାଯାଏ । ତେଣୁ ବସନ୍ତ ପଞ୍ଚମୀକୁ କେହି କେହି ସରସ୍ଵତୀ ପୂଜା ବୋଲି ମଧ୍ୟ କହିଥାଆନ୍ତି । ଏହି ପୂଜା ପାଇଁ ଏବେ ଚଳଚଞ୍ଚଳ ସାରା ରାଜ୍ୟ । ସାଧାରଣତଃ ଶିକ୍ଷାନୁଷ୍ଠାନ,…

ବିଶ୍ଵ ରେଡ଼ିଓ ଦିବସ: ବାଲୁକାକଳାରେ ରେଡ଼ିଓର ପ୍ରତିକୃତି ପ୍ରସ୍ତୁତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଅର୍ଥାତ୍ ଫେବୃଆରୀ ୧୩ କୁ ବିଶ୍ଵ ରେଡ଼ିଓ ଦିବସ ଭାବେ ସାରା ବିଶ୍ଵରେ ପାଳନ କରାଯାଉଛି । ରେଡ଼ିଓ ର ଗୁରୁତ୍ଵ କେତେ ରହିଛି, ଏହା ମଣିଷ ଜୀବନରେ କେତେ ଅପରିହାର୍ଯ୍ୟ, ପୁର୍ବରୁ ରେଡ଼ିଓ କିଭଳି ମନୁଷ୍ୟ ସମାଜ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ସେନେଇ ସଚେତନତା ପାଇଁ ସାରା ବିଶ୍ଵରେ…

କିଏ ଏହି ମହନ୍ତ ସ୍ଵାମୀରାଜ୍, ଯାହାଙ୍କ ପାଇଁ ସମ୍ଭବ ହେଲା ଏହି ମୁସଲିମ୍ ଦେଶରେ ପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାର ୨୦ ଦିନ ପରେ ଆଉ ଏକ ବଡ ହିନ୍ଦୁ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ବିଶେଷ କଥା ହେଉଛି ଏହି ମନ୍ଦିର ମୁସଲିମ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ନିର୍ମିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରକୁ…

ରଣଜୀ ଟ୍ରଫି: ୪ ବଲରେ ୪ ୱିକେଟ ହାସଲ କଲେ କୁଲୱନ୍ତ ଖେଜରୋଲିୟା

ଭୋପାଳ: ରଣଜୀ ଟ୍ରଫି କ୍ରିକେଟରେ ମଧ୍ୟପ୍ରଦେଶର ବାମହାତୀ ପେସ ବୋଲର କୁଲୱନ୍ତ ଖେଜରୋଲିୟା ୪ଟି ବଲରେ ୪ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଜୀ ଟ୍ରଫିରେ ସେ ତୃତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ସେ ମ୍ୟାଚରେ ୩୪ ରନ ଦେଇ ୫ଟି ୱିକେଟ ନେଇଥିଲେ । ତାଙ୍କ…

ରଣଜୀ ଟ୍ରଫିରେ ସାମିଲ ନ ହେବା ନେଇ ସିନିୟର ଖେଳାଳିଙ୍କୁ ବିସିସିଆଇର ଚେତାବନୀ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସିନିୟର ଖେଳାଳି ରଣଜୀ ଟ୍ରଫିରେ ସାମିଲ ହେଉ ନ ଥିବା ନେଇ ଚେତାବନୀ ଦିଆଯାଇଛି । ବରୋଦାର କୃଣାଳ ପାଣ୍ଡ୍ୟା ଓ ରାଜସ୍ଥାନର ଦୀପକ ଚହରଙ୍କ ପରି ଖେଳାଳି ରଣଜୀରୁ ଦୂରେଇ ରହି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ଜଣା ପଡିଥିଲା । ଏ ନେଇ…

ହ୍ଵାଟସଆପର ନୂଆ ଫିଚର୍: ଏବେ ସହଜରେ ସ୍ପାମ୍ ନମ୍ବରକୁ କରିପାରିବେ ବ୍ଲକ୍

ଭୁବନେଶ୍ଵର: ଗତ କିଛି ମାସ ମଧ୍ୟରେ ଅନଲାଇନ୍ ଠକେଇ ମାମଲା ବହୁତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ହଜାର ହଜାର ଲୋକଙ୍କୁ ଅଜଣା ଲୋକଙ୍କ କଲ କିମ୍ବା ମେସେଜ୍ ଆସିବା ପରେ ସେମାନେ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ବର୍ତ୍ତମାନ ହ୍ଵାଟସ୍ଆପ୍ ପାଲଟିଛି ଏହି ଠକମାନଙ୍କର ଆଡ୍ଡା ସ୍ଥଳି । …

ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଆସ୍ଥା ଟ୍ରେନ୍‌, ଅଯୋଧ୍ୟା ଗଲେ ୧୨୫୧ ଜଣ ରାମ ଭକ୍ତ

ଭଦ୍ରକ: ଆଜି ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ରାମଲଲାଙ୍କ ଦର୍ଶନ ପାଇଁ ଗଡ଼ିଲା ଏହି ସ୍ପେଶାଲ ଟ୍ରେନ୍‌ । ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ୧୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଯୋଧ୍ୟାକୁ ଯାତ୍ରା କରିଛନ୍ତି ୧୨୫୧ ଜଣ ରାମ ଭକ୍ତ । ଭଦ୍ରକ ଷ୍ଟେସନରୁ ସିଧାସଳଖ ଏହି ଟ୍ରେନ…

‘ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ’

କଟକ: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ଦେବାଶିଷ ସାମନ୍ତରାୟ । କହିଲେ ‘ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ଧନ୍ୟବାଦ ଜଣାଉଛି’। ସେ ଆହୁରି କହିଛନ୍ତି, ‘ଦଳର ଆଭିମୁଖ୍ୟ ଓ ଓଡ଼ିଶାରେ ଯାହା ସମସ୍ୟା…

ବରଗଡରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ବିକ୍ରି ପାଇଁ ଡିଲ୍ ବେଳେ ଜଣଙ୍କୁ ଗିରଫ କଲା ଏସଟିଏଫ୍

ବରଗଡ: ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ବଜ୍ରକାପ୍ତା ଚାଲାଣକାରୀଙ୍କୁ ବରଗଡ଼ ବନବିଭାଗ ସହାୟତାରେ ଗିରଫ କଲା ଏସଟିଏଫ । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆମ୍ବଭୋଣା-ଡୁଙ୍ଗୁରୀ ରାସ୍ତା ବୁଢିପାଲି ଛକ ନିକଟରେ ଡିଲ…