ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ଲଗାଯିବ ତାର ବାଡ଼। ମୋଟ ୧୬୪୩ କିଲୋମିଟର ଯାଏ ଏହି ତାର ବାଡ ଦିଆଯିବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ପଡ଼ୋଶୀ ଦେଶର ସୈନିକ ଜାତିଗତ ହିଂସାରୁ ବଞ୍ଚିବା ପାଇଁ ଭାରତରେ ଶରଣ ନେଉଛନ୍ତି । ଏହାଛଡ଼ା ମଣିପରୁର ବର୍ତ୍ତମାନ…