Latest Odisha News

BREAKING NEWS

ଶିଳ୍ପପତି ଡାଲମିଆଙ୍କ ଠିକଣାରେ ଆୟକର ରେଡ୍: ଜବତ ହେଲାଣି ୨୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ

ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, କୋଲକାତା, ମୁମ୍ବାଇ ଓ ଅନ୍ୟାନ୍ୟ ସ୍ଥାନରେ କୋଇଲା ବ୍ୟବସାୟୀ ତଥା ଶିଳ୍ପପତି ଘନଶ୍ୟାମ ଡାଲମିଆଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗ କ୍ରମାଗତ ତୃତୀୟ ଦିନ ପାଇଁ ଚଢ଼ାଉ କରୁଛି। କୋଇଲା ଖଣି, ଇସ୍ପାତ ଶିଳ୍ପ, ସ୍ପଞ୍ଜ ଆଇରନ୍ କାରଖାନା ଏବଂ ବିଭିନ୍ନ ରାଜ୍ୟରେ…

ବଟର ଚିକେନ, ଦାଲ ମଖନୀ ପ୍ରଥମେ କିଏ ତିଆରି କରିଥିଲେ, କେସ ଏବେ କୋର୍ଟରେ

ନୂଆଦିଲ୍ଲୀ: ବଟର ଚିକେଲ ଓ ଦାଲ ମାଖନୀ ପ୍ରଥମେ କିଏ ତିଆରି କରିଥିଲେ ସେ ନେଇ ୨ ହୋଟେଲ ମଧ୍ୟରେ ଅଶାନ୍ତି ଉପୁଜିଛି । ଏବେ ଏହି କେସ କୋର୍ଟରେ ପଂହଚିଛି । ଟ୍ୟାଗଲାଇନ ଉଭୟ ହୋଟେଲ ମଧ୍ୟରେ ଏହି ଲଢ଼େଇ ଆରମ୍ଭ ହୋଇଛି । ଦରିଆଗଂଜ ହୋଟେଲର ମାଲିକ ବିରୋଧରେ ମୋତି ମହଲ ଏହି କେସ କରିଛି । ଆମ ସହିତ…

ଭୁବନେଶ୍ବରରେ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଭୁବନେଶ୍ବର: ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ହେବ। ଏଥିପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ…

ଚୀନର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ତ, ୧୩ଛାତ୍ରଙ୍କ ସମେତ ୨୧ଜୀବନ୍ତ ଦଗ୍ଧ

ବେଜିଂ: ଚୀନରେ ଦୁଇଟି ପୃଥକ ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ର ମଧ୍ୟ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ହେନାନ ପ୍ରଦେଶର ୟାନଶାନପୁରେ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ୱିତ ରାତି ପ୍ରାୟ ୧୧ଟା ସମୟରେ ୟଙ୍ଗକାଇ ସ୍କୁଲରେ…

ଆସନ୍ତୁ ଜାଣିବା କାହିଁକି ଚର୍ଚ୍ଚାରେ ରହିଛି ଗୋଆର ଏକ ବିବାହ

ପାଣାଜି: ବିବାହ ଏକ ଶୁଭକାର୍ଯ୍ୟ । ଏଥିପାଇଁ ବିବାହ ରୀତି ନୀତିକୁ ଭଲରେ ଭଲରେ କରିବା ପାଇଁ ଅନେକ ନିୟମ ରହିଛି । ତେବେ ଗୋଆର ଏକ ବିବାହ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ପାରମ୍ପାରିକ ରୀତିନୀତିକୁ ପସନ୍ଦ କରୁଥିବା ସମାଜ ମଧ୍ୟ ଏହି ବିବାହ ନେଇ ଦ୍ୱନ୍ଦ୍ୱରେ ରହିଛି । ଯେଉଁ ଭଳି…

ବୌଦ୍ଧରୁ ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ରେ ପୁଣି ବାଘ ଛାଲ ଜବତ । ଡିଲ୍ ଚାଲିଥିବାବେଳେ ମାଡି ବସିଲା ପୋଲିସ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୌତମ ବେହେରା (୫୫) । ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁରୁଦୁକୁମ୍ପାର…

ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରର ଶିଳାନ୍ୟାସ, ଶ୍ରମିକଙ୍କ ଆବଶ୍ୟକତା ପୂରଣ ରେ ସହାୟକ ହେବ

ଭୁବନେଶ୍ବର: ଆଜି ଭୁବନେଶ୍ବର ବଡ଼ଗଡ଼ ଠାରେ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ବିଡିଏ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବାବେଳେ, ଏହି ସୁବିଧା ୪୦୦୦ ବର୍ଗଫୁଟରେ ଡିଜାଇନ୍ କରାଯାଇଥିବା ଶ୍ରମିକମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସ୍ଥାନ ଏବଂ…

ଋଣ ଭାର ସହି ନପାରି ଡାକ୍ତର ଦମ୍ପତିଙ୍କ ଆତ୍ମହତ୍ୟା

ଭୋପାଳ: ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର। ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିନା ସହରର ନନ୍ଦନ କଲୋନୀରେ ଥିବା ଘରୁ ଡାକ୍ତର ବଲବୀର ଏବଂ ମଞ୍ଜୁ କାଇଥୋରିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଋଣ ଭାର ସହି ନପାରି ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଥିବା…

ରାଜଧାନୀରୁ ସାଇକେଲ ଚୋରି ଗ୍ୟାଙ୍ଗ ଗିରଫ, ୮ ସାଇକେଲ ଜବତ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲେ ସାଇକେଲ ଚୋରି ଗ୍ୟାଙ୍ଗ । ଗତକାଲି ସକାଳେ ରେ ବିଭୁତି ପରିଡା ନାମକ ଜଣେ ବ୍ୟକ୍ତି ନୟାପଲ୍ଲୀ ଆଇଡି ପରିବା ମାର୍କେଟ୍ ରେ ତାଙ୍କ ରୋଡିସ୍ ବ୍ରାଣ୍ଡ ର ସବୁଜ ଓ କଳା ରଙ୍ଗର ସାଇକେଲକୁ ଏକ ସ୍ଥାନରେ ରଖି ପରିବା କିଣିବାକୁ ଯାଇଥିଲେ । ହେଲେ ପରିବା କିଣିସାରି…

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମିଳିବନି ଆଣ୍ଟିବାୟୋଟିକ୍‌, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ

ଭୁବନେଶ୍ବର: ଏଥର ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍ । ଏଣିକି ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଏନେଇ ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସମସ୍ତ…