ଦୀପିକାଙ୍କୁ ମିିଳିଲା ସବୁଠୁ ଦାମୀ ଉପହାର, ଦେଲେ ଫାଇଟର ଟିମ୍
ମୁମ୍ବାଇ: ୩୮ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶୁକ୍ରବାର ସେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍ୱତନ୍ତ୍ର ଦିନରେ ତାଙ୍କୁ ମିଳିଛି ସବୁଠାରୁ ଦାମୀ ଉପହାର । ଏହାକୁ ଦେଇଛନ୍ତି ତାଙ୍କର ଆଗାମୀ ଫିଲ୍ମ ଫାଇଟରର ଟିମ୍ । ଏହି ଜନ୍ମଦିନକୁ ଅଧିକ…