ଇଣ୍ଡଷ୍ଟ୍ରିରେ ୭ବର୍ଷ: ଅଭିନେତ୍ରୀ ସେୟାର କଲେ ତାଙ୍କ ଖୁସିର ମୂହୁର୍ତ୍ତ
ମୁମ୍ବାଇ: ରଶ୍ମିକା ମନ୍ଦାନା ଜଣେ ଏପରି ଅଭିନେତ୍ରୀ ଯିଏ କେବଳ ସାଉଥ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି | ଖୁବ୍ କମ୍ ସମୟ ମଧ୍ୟରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି | ରଶ୍ମିକାଙ୍କର ଏହି ବର୍ଷ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି | …