Latest Odisha News

BREAKING NEWS

‘ବୀର ବାଲ ଦୀବସ’: ଯଦି ତୁମେ ଫିଟ୍ ରହିବ, ତେବେ କ୍ୟାରିୟର ଏବଂ ଜୀବନରେ ସୁପରହିଟ୍ ହେବ’:ମୋଦି

ନୂଆଦିଲ୍ଲୀ: ଯଦି ତୁମେ ଫିଟ୍ ରହିବ, ତେବେ କ୍ୟାରିୟର ଏବଂ ଜୀବନରେ ସୁପରହିଟ୍ ହେବ' । ଦିଲ୍ଲୀର ଭାରତ ମଣ୍ଡପରେ 'ବୀର ବାଲ ଦୀବସ' ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶବାସୀଙ୍କୁ ଏହି ମନ୍ତ୍ର ଦେଇଛନ୍ତି । ଏହା ସହ ପିଏମ ମୋଦି ଆଉ ୧୦ ଟି ବଡ କଥା କହିଛନ୍ତି । ଏହି ଅବସରରେ…

ଅଭୁଲା ୨୦୨୩: ୨୦୨୩ରେ ମୋଦୀଙ୍କର ଏହି ଯୋଜନା ବନିଥିଲା ଲୋକଙ୍କ ପାଇଁ ସାହାରା

ଭୁବନେଶ୍ଵର: ବର୍ଷ ୨୦୨୩ ସରିବାକୁ ଆଉ ମାତ୍ର ଦିନ କେଇଟା ବାକି । ଏହି ବର୍ଷ ଦେଶ ଏବଂ ବିଶ୍ୱରେ ଅନେକ ବଡ଼ ଘଟଣା ଦେଖିବାକୁ ମିଳିଛି | ନିର୍ବାଚନ ଠାରୁ ଆରମ୍ଭ କରି ରାମ ମନ୍ଦିର ନିର୍ମାଣ, ଏବଂ ଚନ୍ଦ୍ରଯାନ ପର୍ଯ୍ୟନ୍ତ ଅନେକ ବଡ ଘଟଣା। ଏହା ସହିତ ଜାତିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ…

ତଳମୁହାଁ ହେଉଛି ଶୀତ ପ୍ରକୋପ : ଆଜି ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ  । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର  ।  ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର  । ସେହିପରି  ଦାରିଙ୍ଗବାଡ଼ି ରେ ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାରରେ ୯ ଡିଗ୍ରୀ…

କାର ଉପରେ ଟ୍ରକ୍ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୪ ମୃତ

ଭୋପାଳ: ମୃତ୍ୟୁ ଏପରି ଆସିବ ବୋଲି କେହି କେବେ ଚିନ୍ତା ବି କରିବ ନାହିଁ। ଯାହା ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର ଗୁନା ଗଦା ନିକଟରେ ଘଟିଛି। ୪୬ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ୍ କାର ଉପରରେ ଓଲଟି ପଡ଼ିଛି। ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି।…

ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବା ଦେଖି ବିବାହ ବାତିଲ କଲେ ବରପକ୍ଷ

ହାଇଦ୍ରାବାଦ: ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବାରୁ ବରପକ୍ଷ ବିବାହ ବାତିଲ କରିଛନ୍ତି। କନ୍ୟା ପକ୍ଷ ବିବାହରେ ମଟନ୍ ଅସ୍ଥିମଜ୍ଜା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବରଯାତ୍ରୀଙ୍କ ଖାଇବା ଥାଳିରେ ମଟନ୍ ଅସ୍ଥିମଜ୍ଜା ନମିଳିବାରୁ କ୍ଷୁବ୍ଧ ହୋଇ ବରପକ୍ଷ ବାହାଘର ଭାଙ୍ଗି ଦେଇଛନ୍ତି।…

ପାଣି ପିଅ , ଓଜନ କମାଅ

ନୂଆଦିଲ୍ଲୀ : ଆଜିକାଲିକା ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ କିଏ ଡାଏଟ୍ ରେ ରହୁଛି ତ ଆଉ କିଏ ଜିମ୍ ଯାଉଛି  । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ନିୟନ୍ତ୍ରଣରେ ରଖିପାରିବା  ।  ସୁସ୍ଥ ରହିବାକୁ ଦିନକୁ ଅତିକମ୍‌ରେ…

ନୂଆ କୋଭିଡ ଆକ୍ରାନ୍ତ ସହ ସପ୍ତାହକରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ୭ ଦିନ ମଧ୍ୟରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୨୮ ନୂଆ କୋଭିଡ୍-୧୯ ସଂକ୍ରମଣ ରେକର୍ଡ କରାଯାଇଛି।…

ଉଦଯାପିତ ହେଲା ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ସ୍ଥିତ ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ଦୁଇ ଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇ ଯାଇଛି। ଝାଟି ମାଟି ଘରୁ ଆରମ୍ଭ ହୋଇ ଆଜି 5ଟି ରୂପାନ୍ତରିତରେ ପରିଣତ ହୋଇଥିବା ଏହି ବିଦ୍ୟାଳୟର ବହୁ ପୁରାତନ…

ଭାରତୀୟ ସେନା ବିରୋଧରେ ଚାଇନା ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ଆତଙ୍କବାଦୀ!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀମାନେ ଚୀନ୍ ଦ୍ବାରା ପ୍ରସ୍ତୁତ ହେଉଥିବା ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ କରିବାରୁ ବ୍ୟବହାର କରୁଥିବା ଉପକରଣ ବ୍ୟବହାର କରୁଥିବା ଜାଣିବାକୁ ମିଳିଛି। ଯାହା ଚୀନ୍ ଏବଂ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ…

ଲଦାଖରେ ୪.୫ ତୀବ୍ରତାର ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ : ଲେହ ଓ ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସକାଳ ୪.୩୦ ସମୟରେ ଏହି ଭୂକମ୍ପ ହୋଇଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ…