କ୍ରାଉଡ ଫଣ୍ଡିଂ ଯୋଗେ କଂଗ୍ରେସ କେଉଁ ରାଜ୍ୟରୁ ପାଇଲାଣି କେତେ ଟଙ୍କା?
ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ରାଉଡ୍ ଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦଳୀୟ ନେତା, ଦଳ ବାହାର ସମର୍ଥକ ଆଦି ଅନେକ ଲୋକ କଂଗ୍ରେସର ଏହି ଅଭିଯାନକୁ ସହଯୋଗ କରୁଛନ୍ତି। କଂଗ୍ରେସ ନେତା ଅଜୟ ମାକେନ ଏକ୍ସରେ ଟୁଇଟ୍ କରି ଏବେ ସାର୍ବଜନୀନ କରିଛନ୍ତି,…