ଏମିତି ବି ମୃତ୍ୟୁ ଆସେ: ନିଜ ମୃତ୍ୟୁର ଭିଡିଓ ଶୁଟିଂ କରି ଆଖି ବୁଜିଥିଲେ ଯୁବକ
ୱାଶିଂଟନ: ମୃତ୍ୟୁ କେତେବେଳେ, କେମିତି ବି ଆସେ କେହି ଜାଣନ୍ତି ନାହିଁ । ହେଲେ ଜଣେ ଯୁବକ ନିଜ ମୃତ୍ୟୁର ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି । ସେ ପେସାରେ ଜଣେ ସ୍କାଏଡାଇଭର । ତାଙ୍କ ମୃତ୍ୟୁ ପ୍ଲେନ୍ରୁ ଡେଇଁବା ପରେ ହୋଇଛି । ତେବେ ସେ ସବୁଠୁ ଜରୁରୀ ଜିନିଷ ଭୁଲି ଯାଇଥିଲେ, ଯାହା ଥିଲା…