ଓଜନ କମାଇବ : ରୋଗ ପ୍ରତିରୋଧକ ଶକ୍ତି ବି ବଢାଇବ
ନୂଆଦିଲ୍ଲୀ : ଶୀତଦିନେ ସାଧରଣତଃ କୋବି ବଜାରରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ । କୋବି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଆମେ ଏହାକୁ ଅନେକ ଉପାୟରେ ଖାଇଥାଉ । କେହି ଏହାକୁ ଭାଜି କରି ଖାଇଥାନ୍ତି ତ , କେହି ଏହାକୁ ତରକାରୀ କରି ଖାଆନ୍ତି । ଆସନ୍ତୁ ଜାଣିବା ଏହା ଆମ…