ନୂଆ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି: ଘେରିଲେ ବିରୋଧୀ, ବ୍ୟାକଫୁଟରେ ଶାସକ ଦଳ
ଭୁବନେଶ୍ୱର: ନୂଆ ଜିଲ୍ଲା ପ୍ରତିଷ୍ଠା ନେଇ ସରକାରଙ୍କ ସାମର୍ଥ୍ୟ ଉପରେ ଓଡ଼ିଶା ହାଇକୋର୍ଟ କଟକଣା ଜାରି କରିବା ପରେ ଶୁକ୍ରବାର ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟ ଦୋହଲି ଯାଇଛି।
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ ନଥିବା ଅଭିଯୋଗ କରି ବିଜେପି ନେତା…