କେବେ ସ୍ଥାପନ ହେବ ଖଡ଼ିଆଳରେ ଏଡିଜେ କୋର୍ଟ, ଗଡୁଛି ଦିନ ପରେ ଦିନ, କିନ୍ତୁ ପୁରଣ ହେଉନି ଲୋକଙ୍କ ଦାବୀ
ନୂଆପଡା: ଦୀର୍ଘ ଦିନ ଧରି ଲୋକେ କରୁଛନ୍ତି ଦାବୀ । କିନ୍ତୁ ପୁରଣ ହେଉନି ଲୋକଙ୍କ ଦାବୀ । କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ରାଜ୍ୟ ସରକାର । ନୂଆପଡା ଜିଲ୍ଲାର ସିନାପାଲି, ଖଡ଼ିଆଳ, ବୋଡେ଼ନ ଅଞ୍ଚଳ ବାସି ନ୍ୟାୟ ପାଇଁ ଦୀର୍ଘ ୧୦୦ ରୁ ୧୨୦ କିଲୋମିଟର ଅତିକ୍ରମ କରି ଜିଲ୍ଲା ମୁଖ୍ୟାଳୟକୁ…