ଲୋକପ୍ରିୟ ସିରିଅଲ CID ର ଫ୍ରେଡ୍ରିକ୍ସଙ୍କୁ ହାର୍ଟ ଆଟାକ୍ , ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : ଲୋକପ୍ରିୟ କ୍ରାଇମ ସୋ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀନେଶ ଫଡନିସଙ୍କ ପ୍ରଶସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସେ ହୃଦଘାତରେ ପୀଡିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…