ପୁଷ୍ପା-୨ ସୁଟିଂ ବେଳେ ଅଲ୍ଲୁ ଅର୍ଜୁନ୍ ଆହତ: କିଛି ଦିନ ପାଇଁ ସୁଟିଂ ସ୍ଥଗିତ
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାଇଲିସ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ । ଯିଏକି ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା -୨ ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହାକି ଅଲ୍ଲୁ ଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଶକ୍ତ ଝଟକା ଦେଇଛି ।…