Latest Odisha News

BREAKING NEWS

ତିନି ରାଜ୍ୟରେ ଜିତିଲା ବିଜେପି: ଏବେ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ହେବେ କିଏ ?

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜୟ ଅଭିମୁଖେ ବିଜେପି । ମଧ୍ୟପ୍ରଦେଶରେ ବିଜେପି ପ୍ରଥମେ ସରକାରରେ ଥିଲେ । ଅନ୍ୟପକ୍ଷେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି । ତେବେ…

କାଙ୍ଗାଳ ହେଲେ ଉର୍ଫି, ନିୟମ ଉଲଙ୍ଘନ କାରଣରୁ ସସପେଣ୍ଡ ହେଲା ଇନଷ୍ଟା ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି । କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ମୋବାଇଲ ବ୍ୟାଟେରି,…

ଦୋସାରୁ ବାହାରିଲା ପୋକ, ଉଠିଲା ପଡିଲା ପୁରା ରେଷ୍ଟୁରାଣ୍ଟ, ପୋଲିସ ପହଞ୍ଚି କଲା ସମାଧାନ…

ବାରଣାସୀ: ଦୋସାରୁ ବାହାରିଲା ପୋକ । ଅଭିଯୋଗ କରିବାରୁ ଅଭଦ୍ରତା କଲେ ରେଷ୍ଟୁରାଣ୍ଟ ମାଲିକ । ଏପରି ଏକ ଖବର ଆସିଛି ଉତ୍ତରପ୍ରଦେଶ ବାରଣାସୀରୁ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବାରଣାସୀରେ ଗୋଟ ପରିବାର ଖାଇବା ପାଇଁ ରେଷ୍ଟୁରାଣ୍ଟ ଯାଇଥିଲେ । ଖାଇବାପାଇଁ ସେ ଦୋସା ଅର୍ଡର କରିଥିଲେ ।…

ରାଜସ୍ଥାନ ନିର୍ବାଚନ ୨୦୨୩: ସନ୍ଧ୍ୟାରେ ଇସ୍ତଫା ଦେବେ ଗେହଲଟ

ଜୟପୁର: ରାଜସ୍ଥାନରେ ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କଂଗ୍ରେସର ପରାଜୟ କରିବା ସହ ବିଜେପି ସ୍ପଷ୍ଟ ବହୁମତ ନେଇ ସରକାର ଗଢିବା ନିଶ୍ଚିତ ହୋଇଯାଇଛି ।  ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ । ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ତାଙ୍କ…

ଆମାଜନରେ ଚାଲିଛି ବମ୍ପର ଡିସକାଉଣ୍ଟ: ଶସ୍ତା ହେଲା ସ୍ମାର୍ଟ ଟିଭି, ଜାଣନ୍ତୁ କେତେ ରହିଛି ଦର…

ନୂଆଦିଲ୍ଲୀ: ନୂଆ ଟିଭି କିଣିବାକୁ ଚାହୁଁଛନ୍ତି କି ? ତେବେ ଆମାଜନ୍ ସେଲରର ଫାଇଦା ଉଠାନ୍ତୁ । ଆମାଜନ୍ ସେଲରେ ଆପଣଙ୍କୁ ଅନେକ ବ୍ରାଣ୍ଡର ଟିଭି ଉପରେ ଆକର୍ଷଣୀୟ ଅଫର ମିଳିବ । ଏହାର ଫାଇଦା ଉଠାଇ ଆପଣ ଶସ୍ତା ପ୍ରିମିୟମ୍ ଟିଭି କିଣିପାରିବେ । ଇ-କମର୍ସ ପ୍ଲାଟଫର୍ମରେ ସାମସଙ୍ଗ, ଏସର, ସୋନି…

ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା : NHAI ପାଟ୍ରୋଲିଂ ଇନଚାର୍ଜ ଗିରଫ

ଆନନ୍ଦପୁର : ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା  । ଏନଏଚଏଆଇର ପାଟ୍ରୋଲିଂ ଇନଚାର୍ଜଙ୍କୁ ଗିରଫ କଲା ଘଟଗାଁ ପୋଲିସ । ଏନଏଚ୍ ୨୦ ଦରଖଳାରୁ ନେଙ୍କଡାଘର ଯାଏଁ ସେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ଗତକାଲି ଏନଏଚଏଆଇ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା । ସୂଚନା…

ଠକ ନଂ ୪୨୦: ଟଙ୍କା ଡବଲ୍ କରିବାକୁ କହି ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଲକ୍ଷ୍ନୌର ସରୋଜିନୀ ନଗର । ସେଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଜଣେ ବ୍ୟକ୍ତି ତା ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଡିନର କରୁଥିଲେ । ପରିବାର ମଧ୍ୟରେ ନୂଆବର୍ଷ ପାଇଁ ବିଦେଶ ଯିବାର ଯୋଜନା ଚାଲିଥିଲା । ପିଲାମାନେ ସିଙ୍ଗାପୁର ଯିବା କଥା କହୁଥିବା ବେଳେ ସ୍ତ୍ରୀ ଦୁବାଇ ଯିବାକୁ…

ମେଡିସିନ୍ ଷ୍ଟ୍ରିପରେ କାହିଁକି ଥାଏ ଖାଲି ସ୍ଥାନ ? ଜାଣନ୍ତୁ ଏହାପଛରେ ଥିବା ବିଶେଷ କାରଣ…

ନୂଆଦିଲ୍ଲୀ : ପ୍ରତିଦିନ ଆମେ ଆମ ଜୀବନରେ ଏପରି ଅନେକ କିଛି ଜିନିଷ ଦେଖୁ କିନ୍ତୁ କେବେ ଏହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁନାହୁଁ  । ଆଜି ଆମେ ଆପଣଙ୍କୁ ଏପରି ଏକ ତଥ୍ୟ ବିଷୟରେ କହିବୁ, ଯାହା ବିଷୟରେ ଆପଣ କଦାପି ଭାବି ନଥିବେ । କାହାରି ଦେହ ଖରାପ ହେଲେ ଆମେ ଓୗଷଧ…

ଲୋକପ୍ରିୟ ସିରିଅଲ CID ର ଫ୍ରେଡ୍ରିକ୍ସଙ୍କୁ ହାର୍ଟ ଆଟାକ୍ , ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଲୋକପ୍ରିୟ କ୍ରାଇମ ସୋ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀନେଶ ଫଡନିସଙ୍କ ପ୍ରଶସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।  ସେ ହୃଦଘାତରେ ପୀଡିତ ହୋଇଛନ୍ତି ।  ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନ କ୍ରିକେଟର କନେରିୟା ପଚାରିଲେ ତାହାହେଲେ ପନୌତି କିଏ ?

ଲାହୋର: ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ଜାରୀ ରଖି କ୍ଷମତା ହାସଲ ଅଭିମୁଖେ ଗତି କରୁଛି । ଏହି ଅବସରରେ ପାକିସ୍ତାନ କ୍ରିକେଟର ଡାନୀଶ କନେରିୟାଙ୍କ ଏକ ଟୁଇଟ ଚର୍ଚ୍ଚାର କାରଣ ସାଜିଛି । ସେ ସୋସିଆଲ ମିଡିଆରେ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା…