୩୦ ତାରିଖ ଯାଏଁ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଉଭୟପଟୁ ବାତିଲ
ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି ଯେ, ସୋରୋ ଓ ବାହାନଗା ବଜାର ଷ୍ଟେସନ ମଧ୍ୟରେ ଟ୍ରାକ୍ ମେଣ୍ଟେନାନ୍ସ କାମ ଯୋଗୁଁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍ ନଭେମ୍ବର ୨୩ରୁ ୩୦ ତାରିଖ ଯାଏଁ ଉଭୟ ଦିଗରୁ ବାତିଲ ରହିବ।
ଭଦ୍ରକ-ବାଲେଶ୍ୱର ରେଳ ସେକ୍ସନରେ ଜରୁରୀକାଳୀନ ସୁରକ୍ଷା…