ଶ୍ରୀଲଙ୍କା ବଦଳରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ
ଡର୍ବାନ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଓ କଠୋର ନିଷ୍ପତି ନେଇଛି । ଶ୍ରୀଲଙ୍କା ହାତରୁ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜ ଅଧିକାର ଛଡାଇ ଏବେ ଏହାକୁ ଦକ୍ଷିଣ ଆଫ୍ରିକାକୁ ପ୍ରଦାନ କରାଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅଶାନ୍ତି ଯୋଗୁ ଆଇସିସି ଏହାକୁ…