ଦିଲ୍ଲୀ ମେଟ୍ରୋରେ ଥମୁନି ଅଶ୍ଲୀଳତା, ପ୍ରେମୀ ଯୁଗଳଙ୍କ କାରନାମା ଦେଖି ଲୋକେ ତାଜୁବ
ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ଟ୍ରାଫିକକୁ ହ୍ରାସ କରିବା ଏବଂ ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୪ ଡିସେମ୍ବର ୨୦୦୨ ମସିହାରେ, ପ୍ରଥମ ଥର ପାଇଁ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । କିଏ ଜାଣିଥିଲା ଯେ ଦିନେ ଏହି ମେଟ୍ରୋ ଲୋକମାନଙ୍କ ପାଇଁ ଅଶ୍ଳୀଳତାର କେନ୍ଦ୍ର ଭାବେ ପରିଣତ ହେବ ।…