Latest Odisha News

BREAKING NEWS

ଓଟିଡିସି ପକ୍ଷରୁ ଯୁବ ପ୍ରତିଭାଙ୍କ ଦ୍ୱାରା ଉତ୍ସାହପ୍ରଦ ଅଡିଟ ସହ ଶିଶୁ ଦିବସ ପାଳିତ

ଭୁବନେଶ୍ୱର: ଶିଶୁ ଦିବସ ପାଳନ ଅବସରରେ, ଉଜ୍ଜ୍ୱଳ ଯୁବ ପ୍ରତିଭାଙ୍କ ଦ୍ୱାରା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ରେ ଏକ ଉର୍ଜାବାନ ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ ଅଡିଟ୍ ଅନୁଷ୍ଠିତ ହୋଇଯାଇଛି । ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ…

ପବିତ୍ର ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହେଲା “ଆମ କୁନିପିଲା” ଯୋଜନା

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହେଲା “ଆମ କୁନିପିଲା” ଯୋଜନା । ପ୍ରତ୍ୟକ ଶିଶୁଙ୍କୁ ନିଜ ଘରେ ହିଁ ମିଳିବ ଆନନ୍ଦଦାୟକ ବନ୍ଧୁତ୍ଵପୂର୍ଣ୍ଣ ଅନୁକୂଳ ପରିବେଶ । ଏଣିକି ଘରର ପୁରୁଷ ସଦସ୍ୟ ମାନେ ମଧ୍ୟ ନେବେ ଶିଶୁର ଯତ୍ନ । ତିନି ବର୍ଷରୁ କମ୍ ପିଲାଙ୍କ ସହ ଅଙ୍ଗନବାଡି କର୍ମୀ…

‘ଦଙ୍ଗା ଓ ଗୁଣ୍ଡାଗର୍ଦ୍ଦି କଂଗ୍ରେସର ସ୍ୱଭାବ’

ମଧ୍ୟପ୍ରଦେଶ: ବିଧାନସଭା ନିର୍ବାଚନକୁ ଏବେ ୫ ରାଜ୍ୟରେ ସରଗରମ ହୋଇପଡିଛି ରାଜନୀତି ମୋାହୋଲ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଶଜାପୁରରେ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଦଙ୍ଗା ଏବଂ ଗୁଣ୍ଡାଗର୍ଦ୍ଦି କଂଗ୍ରେସର ସ୍ୱଭାବ ଅଟେ । ରାହୁଲ…

ରାହୁଲଙ୍କ ‘ମେଡ ଇନ୍‌ ଚାଇନା’ ବୟାନକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ: କହିଲେ, କେଉଁ ଦୁନିଆରେ ରହିଛ ମୁର୍ଖଙ୍କ…

ଭୋପାଳ: ନଭେମ୍ବର ୧୭ ତାରିଖରେ ହେବ ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ହେବ ମତଦାନ । ବିଜେପି-କଂଗ୍ରେସର ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ଦୁଇ ଜାତୀୟ ଦଳ ନିଜର ସବୁ ଦମ ଲଗାଇ ଦେଇଛନ୍ତି ଜନତାଙ୍କ ସମର୍ଥନ ହାସଲ କରିବା ପାଇଁ । ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ…

ଅସୁସ୍ଥ ହାତୀ ଶାବକକୁ ଜଗି ରହିଛନ୍ତି ହାତୀ ପଲ, ଚିକିତ୍ସା ପାଇଁ ଉପୁଜୁଛି ବାଧା

କେନ୍ଦୁଝର: ମଣିଷ ହେଉ କି ପଶୁ, ପକ୍ଷୀ । ସନ୍ତାନ ପାଇଁ ବ୍ୟାକୁଳତା ସବୁ ମା’ ମନରେ ଥାଏ । ସନ୍ତାନ ଦେହରେ ଟିକିଏ ଆଘାତ ଲାଗିଲେ କାନ୍ଦି ଉଠେ ମା’ ମନ । ନିମିଷେ ବି ସନ୍ତାନକୁ ଛାଡି ଯାଏ ନାହିଁ ମା’ । ତ’ହେଲେ ଏହି ମା ହାତୀଟି ଯାଇଥାନ୍ତା ବା କିପରି । ଆଜ୍ଞା ହଁ  କେନ୍ଦୁଝର ବନ ବିଭାଗ…

ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରାକ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା ପରିପ୍ରେକ୍ଷୀରେ, ଆଗାମୀ ଦିନକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ସଂସ୍କୃତି ଭବନ…

୨.୫ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ ଜ୍ୟାକସନଙ୍କ ପେପସି ବିଜ୍ଞାପନ ଜ୍ୟାକେଟ୍

ନୂଆଦିଲ୍ଲୀ :  ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଜ୍ୟାକେଟ୍ କୁ ୨.୫ କୋଟି ଟଙ୍କାରେ ନିଲାମ କରାଯାଇଛି  । ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଏହି କଳା ଧଳା ଜ୍ୟାକେଟ୍ ପିନ୍ଧିଥିଲେ ଜ୍ୟାକ୍‌ସନ୍‌  । ଏହି ଜ୍ୟାକେଟ୍ କିଣିବାକୁ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ ବିଚିତ୍ରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ନିର୍ଦ୍ଦେଶକ…

ଶ୍ରୀଲଙ୍କାରେ ବଡଧରଣର ଭୂକମ୍ପ ଝଟକା, ତୀବ୍ରତା ୬.୨

କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଛି, ଯାହା ବହୁତ ଅଧିକ ଅଟେ । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି (ଏନସିଏସ୍) ପକ୍ଷରୁ ସୂଚନା ଦିଆଯାଇଛି।…

ସାବଧାନ ! ଭୋଟ ଦେବା ପୂର୍ବରୁ ବୁଥ୍‌ରେ ହେବ ଆଲକହଲ ଟେଷ୍ଟ

ହାଇଦ୍ରାବାଦ: ୩୦ ନଭେମ୍ବରରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସମଗ୍ର ରାଜ୍ୟରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଛି। ଏହି ଅବଧି ମଧ୍ୟରେ, ସାଧାରଣତଃ ରାଜନୈତିକ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅନେକ ପ୍ରକାରର ପ୍ରତିଶୃତି ଦିଅନ୍ତି ଏବଂ…