Latest Odisha News

BREAKING NEWS

ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହେଲେ ୧୧ ବର୍ଷର ନାବାଳିକା

ନବରଙ୍ଗପୁର: ଶିକ୍ଷକ ସାଜିଲେ ଶିକାରୀ । ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲା ୧୧ ବର୍ଷର ନାବାଳିକା । ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ମିଶି ନାବାଳିକାକୁ ଗଣ ଦୁଷ୍ମର୍ମ କରିବା ପରି ଲଜ୍ଜାଜନକ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲାରୁ । କୁଣ୍ଡେଇ ଗାଁରେ ଘଟିଛି ଏପରି ଲୋମହର୍ଷଣକାରୀ…

କାଳୀ ପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ସହର : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ମୂର୍ତ୍ତି ଗୁଡିକୁ ଶେଷ ସ୍ପର୍ଶ ଦେଉଛନ୍ତି…

ଭଦ୍ରକ : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ  । ଏଥିଲାଗି ଚଳଚଂଚଳ ହୋଇଉଠିଛି ଗାଁଠୁ ସହର  । ଭଦ୍ରକରେ ବଡ ଧୂମଧାମ ସହକାରେ ପାଳିତ ହୁଏ ମାଆଙ୍କର ପୂଜା  । ଏଥିଲାଗି ପ୍ରସ୍ତୁତି ପ୍ରା୍ୟ ଶେଷ ପର୍ଯ୍ୟା୍ୟରେ ପହଂଚିଛି । କିମ୍ବଦନ୍ତୀ ଅନୁସାରେ ମାଁ ଭଦ୍ରକାଳୀଙ୍କ ନାମ…

ଆଜି ଓଡିଶା ପାଳୁଛି ମାଣ୍ଡିଆ ଦିବସ

ଭୁବନେଶ୍ଵର: ଆଜି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ । ପ୍ରଥମେ ରାଜ୍ୟର ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ସମସ୍ତ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ଦେଶର…

ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ମାମଲା । ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଆଜି ସକାଳୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୭ସହରର ରାତି ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୭ ସହରର…

ଆଜି ଧନତେରାସ, ସୁନା ଦୋକାନରେ ପ୍ରବଳ ଭିଡ

ଭୁବନେଶ୍ଵର; ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ । ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ । ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ…

ଶରୀର ପାଇଁ କେଉଁ ଫଳ ଲାଭଦାୟକ ?

ନୂଆଦିଲ୍ଲୀ : ଆଜି କାଲିକା ସମୟରେ ସୁସ୍ଥ ଜୀବନଶୈଳୀ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି । କିଏ ସୁସ୍ଥ ରହିବାକୁ ସକାଳେ ଫଳ ଖାଏ ତ ଆଉ କିଏ ବିଭିନ୍ନ ପୋଷକ ଯୁକ୍ତ ଖାଦ୍ୟକୁ ନିଜ ସକାଳ ଜଳଖିଆରେ ସାମିଲ କରନ୍ତି । ଆସନ୍ତୁ ଜାଣିବା କେଉଁ ସବୁ ଫଳ ଆମ ସ୍ବାସ୍ଥ୍ୟ ଉପଯୋଗୀ । ଅନେକ ଫଳ ରହିଛି ,…

ବଦ୍ରିନାଥ ଧାମରେ ଭଗବାନଙ୍କ ନିକଟରେ କାହିଁକି ବାଜେନି ଶଙ୍ଖ : କଣ ରହିଛି ପୌରାଣିକ ମତ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ବର୍ଷସାରା ଏଠାକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । ଆସନ୍ତୁ ଆଜି ଜାଣିବା ବଦ୍ରିନାଥ ମନ୍ଦିର ସମ୍ପର୍କରେ କିଛି ଅଜଣା ତଥ୍ୟ । ଦେଶରେ ୪ ଧାମ ରହିଛି  । ଯାହା ମଧ୍ୟରେ ରହିଛି ବଦ୍ରିନାଥ ଧାମ  । ଦୁନିଆରେ ଅନେକ ହିନ୍ଦୁ ମନ୍ଦିର ରହିଛି  ।…

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’: ୫ ଦିନ ଧରି ଅସୁ୍ସ୍ଥ ଥିଲା

ଭୁବନେଶ୍ୱର:୫ ଦିନ ଧରି ଅସୁସ୍ଥ ଥିବା ବିନି ଆଖି ବୁଜିଲା ।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଇସ୍ରାଏଲି ସିଂହୀ ବିନିର ବୟସାଧିକ କାରଣରୁ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା । ବିନି ଗତ ୫ ତାରିଖରୁ ଅସୁସ୍ଥ ଥିଲା । ୩ ଜଣିଆ ଡାକ୍ତରୀ ଟମ ତାର ଚିକିତ୍ସା…

ସାଙ୍ଗ ଜନ୍ମଦିନକୁ ଯାଇଥିଲେ, ୮ ଦିନ ପରେ ନଈକୂଳରୁ ମିଳିଲା ମୃତଦେହ

ମାଲକାନଗିରି: ସାଙ୍ଗ ଜନ୍ମଦିନରେ କେକ କାଟିବାକୁ ଯାଇ ଘରକୁ ଫେରି ନ ଥିଲେ ୨୨ ବର୍ଷର ଯୁବକ । ଅନେକ ଆଡ ଖୋଜାଖୋଜି କଲେ । ପୋଲିସରେ ଏଫଆଇଆର ରୁଜୁ କଲେ । ହେଲେ କେଉଁଠୁ କିଛି ସୂଚନା ମିଳି ନ ଥିଲା । ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା । ୮ ଦିନ ପରେ ମିଳିଲା ଯୁବକଙ୍କ ଗଳିତ ମୃତଦେହ ।…