Latest Odisha News

BREAKING NEWS

ଅଳଙ୍କାର କିଣିଲେ ଟଙ୍କା ଦେଲେନି ଏସଡିପିଓ, ପୋଲିସ ପରିଚୟ ଦେଇ ଧମକାଇଲେ

ଭୁବନେଶ୍ୱର: ଆସ୍କାର ସବଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ସନ୍ତୋଷ କୁମାର ଜେନାଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ିଶା ଗୃହ ବିଭାଗ ତୁରନ୍ତ ନିଲମ୍ବିତ କରିଛି। ସୂଚନା ଅନୁଯାୟୀ, ଆସ୍କାର ଜଣେ ଅଳଙ୍କାର ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ସନ୍ତୋଷ କୁମାର ଜେନା ସୁନା ଅଳଙ୍କାର କିଣିବା ପରେ…

ଏହି ଦେଶରେ ପେଟ୍ରୋଲ-ଡିଜେଲ ଶେଷ, ବ୍ଲାକ ଆଉଟ୍ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କ୍ୟୁବା ଏବେ ଏକ ଗମ୍ଭୀର ଇନ୍ଧନ ସଙ୍କଟର ସମ୍ମୁଖୀନ ହେଉଛି। ପରିସ୍ଥିତି ଏତେ ଭୟଙ୍କର ହୋଇପଡ଼ିଛି ଯେ ଦେଶରେ ଡିଜେଲ ଏବଂ ଇନ୍ଧନ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି। ରାଜଧାନୀ ହାଭାନାରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ସୃଷ୍ଟି କରିଛି ଯାହାକୁ ଦଶନ୍ଧି ମଧ୍ୟରେ ସବୁଠାରୁ…

ଛତିଶଗଡ଼ ବନ ବିଭାଗର ବର୍ବରତା: ଓଡ଼ିଶାର ବ୍ୟକ୍ତିଙ୍କୁ ଉଠାଇ ନେଇ ଦିଆଗଲା ଅମାନବୀୟ ନିର୍ଯାତନା

ନୂଆପଡ଼ା: ଛତିଶଗଡ ମେନପୁର ବନବିଭାଗ କର୍ମଚାରୀଙ୍କ ବର୍ବରତା କାଣ୍ଡ ଏବେ ଚର୍ଚ୍ଚାରେ । ଜଣେ ନିରିହ ବ୍ୟକ୍ତିଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଅମାନବୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ଦିନ କୁସୁମଖାଣ୍ଟା ଗାଁର ଜଳନ୍ଧର ବଗର୍ତ୍ତି ନାମକ ବ୍ୟକ୍ତିଙ୍କୁ ଗୋରୁ ଚରାଉଥିବା…

ତ୍ରିଶା କୃଷ୍ଣନଙ୍କୁ ବଡ଼ ଅଫର୍ ଦେଲେ ବିଜୟଙ୍କ ବିରୋଧୀ

ଚେନ୍ନାଇ: ତ୍ରିଶା କୃଷ୍ଣନ୍ ବର୍ତ୍ତମାନ ତାମିଲ ସିନେମାର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀ। ଥାଲାପଥି ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କର ଉପସ୍ଥିତିକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ତାମିଲ ଫିଲ୍ମ ଶିଳ୍ପରେ ହଇଚଇ ସୃଷ୍ଟି କରିଛି।…

Chargesheet in Red Fort car blast :ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ୭୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ; ଅଲ-କାଏଦା…

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା କାର ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)୧୦ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ୭୫୦୦ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି। ଏହି ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ୨୦୨୫ ମସିହା…

ପାଣି ପାଇଁ ମହିଳାଙ୍କ ଭିତରେ ପ୍ରତିଯୋଗିତା

ନୂଆପଡ଼ା: ପିଇବା ପାଣି ପାଇଁ ସକାଳୁ ଲାଗିଛି ଲମ୍ବା ଲାଇନ । କିଏ ବାଲଟି ଧରି ଛିଡା ହୋଇଛି ତ ଆଉ କିଏ ଗରା ଧରି ଚାହିଁ ବସିଛି । ନୂଆପଡା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ପାଣି ମୁନ୍ଦାଏ ପିଇବା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଖଡିଆଳ ବ୍ଲକ ଲାଞ୍ଜି ପଞ୍ଚାୟତର…

୧୧ କୋଟି ରୋଜଗାର ହେଲେ ୬୦ କୋଟି ଖର୍ଚ୍ଚ.. ରାହୁଲଙ୍କ ବିଦେଶ ଯାତ୍ରା ଉପରେ ବିଜେପିର ପ୍ରଶ୍ନ, ଏଥିପାଇଁ କିଏ ଯୋଗାଉଛି…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଉ ଏକ ବିଦେଶ ଗସ୍ତରେ ବାହାରିଛନ୍ତି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ବିଦେଶ ଯାତ୍ରାକୁ କଡ଼ା ସମାଲୋଚନା କରିଛି । ବିଜେପି ପ୍ରଶ୍ନ କରିଛି ଯେ, ତାଙ୍କ ବିଦେଶ ଯାତ୍ରା ପାଇଁ କିଏ ପାଣ୍ଠି ଯୋଗାଇଥିଲା, ଏହା…

ଜୁଲାଇ ୧ରୁ SIR, ଓଡ଼ିଶା ସମେତ ୧୬ ରାଜ୍ୟରେ ହେବ

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ଦିନ ଓଡ଼ିଶା ସମେତ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ତେବେ ଦେଶବ୍ୟାପୀ ଭୋଟର ଯାଞ୍ଚ ପ୍ରକ୍ରିୟାରେ ହିମାଚଳ ପ୍ରଦେଶ, ଜମ୍ମୁ ଓ…

କ୍ରିମିନାଲ୍ ଏକ୍ସପର୍ଟରୁ ସାଉଥ୍ କୁଇନ୍

ଚେନ୍ନାଇ: ସେ ଦେଖିବାକୁ ଯେତିକି ସୁନ୍ଦର, ତାଙ୍କ ଅଭିନୟ ସେତିକି ଦମଦାର। ସେ ହେଉଛନ୍ତି ସାଉଥ୍ ସିନେମାର 'କୁଇନ୍' ତ୍ରିଶା କୃଷ୍ଣନ। କିନ୍ତୁ ଆପଣ ଜାଣନ୍ତି କି, ଆଜି କୋଟି କୋଟି ହୃଦୟରେ ରାଜ୍ କରୁଥିବା ଏହି ଅଭିନେତ୍ରୀ ଜଣକ କେବେ ଅଭିନୟ ଦୁନିଆକୁ ଆସିବାକୁ ଚାହୁଁନଥିଲେ ? ସେ ଚାହୁଁଥିଲେ…

ଏହି ୬ ସହରକୁ ବନ୍ଦ ହେଲା ବିମାନ ସେବା

ନୂଆଦିଲ୍ଲୀ: ଏହି ସମୟର ସବୁଠାରୁ ବଡ଼ ଖବର: ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀଙ୍କୁ ଲାଗିଛି ବଡ଼ ଝଟକା। ଏୟାର ଇଣ୍ଡିଆ ପକ୍ଷରୁ ବିଦେଶୀ ବିମାନ ସେବା କାଟ୍ କରିବାକୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ବିଶେଷ କରି ୬ଟି ପ୍ରମୁଖ ଦେଶକୁ ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ କରିବାକୁ…