ଗୟଳ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ପାଇଲେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି
ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ତାଲସର ଗାଁରେ ଚଳିତ ବର୍ଷ ଏପ୍ରିଲରେ ଏକ ଗୟଳ ଦ୍ୱାରା ଜଣେ ୭୬ ବର୍ଷୀୟ ବୃଦ୍ଧ ମୃତ୍ୟର ଶିକାର ହୋଇଥିଲେ। ମୃତକ ତୁକାରାମ ବଡାଡେ ଜଣେ ସ୍ଥାନୀୟ ପୂଜାରୀ ଓ ଚାଷୀ ଥିଲେ। ଗାଁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଯାଇଥିବା ବେଳେ ତାଙ୍କୁ ଗୟଳ ଆକ୍ରମଣ…