ହମାସର ଟନେଲ ନେଟୱର୍କକୁ ଭେଦ କରିପାରିବ ତ ଇସ୍ରାଏଲ
ନୂଆଦିଲ୍ଲୀ: ନିଶ୍ଚିତ ଭାବେ ଏଥର ଇସ୍ରାଏଲ ଓ ହମାସ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିବ । ଗାଜାର ଉତରରେ ଇସ୍ରାଏଲ ସେନା ପ୍ରବେଶ କରିବା ପାଇଁ ପ୍ରସ୍ତୁତ । ତେବେ ଏହାର ମୁକାବିଲା ପାଇଁ ହମାସ ପ୍ରସ୍ତୁତ ଅଛି ତ ? ରିପୋର୍ଟ ମୁତାବକ ଇସ୍ରାଏଲର ଅତ୍ୟାଧୂନିକ ଟେକ୍ନୋଲୋଜିର ମୁକାବିଲା ହମାସ…