କାହାର ଅଭିଶାପରୁ ପୋଡି ଧ୍ୱଂସ ହୋଇଯାଇଥିଲା ରାବଣର ସୁନାର ଲଙ୍କା ?ଆସନ୍ତୁ ଜାଣିବା କଣ କୁହେ ଆମ କିମ୍ବଦନ୍ତୀ….
ଭୁବନେଶ୍ଵର: ଲଙ୍କା ଦହନ ରାମାୟଣର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ l ଭାରତୀୟ ଇତିହାସରେ ଭଗବାନ ଶ୍ରୀରାମ ଙ୍କ ଅନେକ ଗାଥା ଶୁଣିବାକୁ ମିଳିଥାଏ , ଏମିତି କୁହାଯାଏ କି ଯେବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲଙ୍କାପତି ରାବଣଙ୍କ ଅନ୍ତ କରିଥିଲେ ତେବେ ସେ ଲଙ୍କାର ଶାସନ ଭାର ରାବଣର ଛୋଟ ଭାଇ…