ପୁଅକୁ କୋଳରେ ଧରି ନିଘୋଡ ନିଦରେ ଶୋଇଥିଲେ ମା’; ଚାପିଦେଲା ଟ୍ରକ
କାମାକ୍ଷାନଗର:ଦିନର କ୍ଲାନ୍ତି ମେଣ୍ଟାଉଥିଲେ ରାତିରେ । କୋଳରେ ୮ ବର୍ଷର ପୁଅକୁ ଧରି ଶୋଇ ଯାଇଥିଲେ ନିଘୋଡ ନିଦରେ । ହେଲେ ଜାଣି ନ ଥିଲେ ସେ ଆଉ ଉଠିବେନି ବୋଲି । ଭାବି ନ ଥିଲେ, ଯାତ୍ରା ପଡିଆ ତାଙ୍କ ପାଇଁ ଶେଷଶଯ୍ୟା ପାଲଟିବ ବୋଲି । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି…