Latest Odisha News

BREAKING NEWS

କବିତା : ନାରୀ ଜୀବନର ସ୍ୱର

ପ୍ରିୟମ୍ବଦା ସାମଲ  ପ୍ରତ୍ୟୁଷର ଆଗମନ ପୂର୍ବରୁ ରାତ୍ରିର ନିସ୍ତବ୍ଧ ପ୍ରହର ଯାଏଁ ଝରଣା ପରି ପ୍ରବାହମାନ କାର୍ଯ୍ୟରତ ଦାୟିତ୍ଵର ନିବିଡ଼ ବନ୍ଧନେ ଅବସନ୍ନ କ୍ଳାନ୍ତ ଜରାଜୀର୍ଣ୍ଣ ତନୁ ମନରେ ଏତେ ମହକ ଆସେ କିପରି ହସୁଥାଏ ରସୁଥାଏ ମୋହୁଥାଏ ତାର ପରିପାର୍ଶ୍ୱକୁ ଆଖ ପାଖର ଜନମନକୁ।…

୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ: ଆଜି ଲୋକାର୍ପିତ ହେବ IAFର ନୂଆ ପତାକା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଇଏଏଫ୍ ଏହାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଆଜି ପ୍ରୟାଗରାଜରେ ବାର୍ଷିକ ବାୟୁସେନା ଦିବସ ପରେଡରେ ନିଜର ନୂତନ ପତାକା ଉନ୍ମୋଚନ କରିବ। ଏକ ବର୍ଷ ପୂର୍ବରୁ ଭାରତୀୟ ନୌସେନା ନିଜର ଔପନିବେଶ ଅତୀତକୁ ଛାଡି ପତାକା ପରିବର୍ତ୍ତନ କରିଥିଲା ।  …

ଅକ୍ଟୋବର୧୪ରୁ ଖୋଲିବ ଶିମିଳିପାଳ : ସକାଳ ୬ଟାରୁ ୯ଟା ମଧ୍ୟରେ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ ପର୍ଯ୍ୟଟକ

ମୟୁରଭଞ୍ଜ: ଅକ୍ଟୋବର ୧୪ ତାରିଖରୁ ଖୋଲିବାକୁ ଯାଉଛି ଶିମିଳିପାଳ ଜାତୀୟ ଉଦ୍ୟାନ  । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି  । ଦୀର୍ଘ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ  । ସକାଳ…

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ଏକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଏହି ପ୍ରକଳ୍ପର ସମୀକ୍ଷା କରିଥିବା ନବୀନ ପଟ୍ଟନାୟକ ମୋଟ 5929 କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଧ୍ୟ ଅନୁମୋଦନ…

ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ଶତାଧିକଙ୍କ ମୃତ୍ଯୁ, ହଜାରେରୁ ଅଧିକ ଆହତ

ଜେରୁଜେଲମ୍: ଦୀର୍ଘ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣରେ ଅନ୍ୟୂନ ୧୯୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୬୧୦ ଜଣ ଆହତ ହୋଇଛନ୍ତି। ଗାଜା…

ଆଫଗାନିସ୍ତାନରେ ଭୂମିକମ୍ପ; ଶତାଧିକ ମୃତ, ହଜାରେରୁ ଅଧିକ ଆହତ

କାବୁଲ: ଶନିବାର ପଶ୍ଚିମ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପରେ ମୃତ୍ୟୁସଂଖ୍ୟା ପ୍ରାୟ ୧୨୦କୁ ବୃଦ୍ଧି ପାଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ କହିଛି ଯେ, ଏହି ଅଞ୍ଚଳର ସବୁଠାରୁ ବଡ଼ ସହର ହେରାତର ଉତ୍ତର-ପଶ୍ଚିମରେ ଏହାର…

ଯୁଦ୍ଧ ବେଳେ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଶନିବାର ପାଲେଷ୍ଟାଇନରୁ ହାମସ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିବା ପରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ଆମ ଅତିଥି ଓ କ୍ରୁ ସଦସ୍ୟଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର 7 ତାରିଖରେ ଦିଲ୍ଲୀରୁ ତେଲ ଆବିବ ଅଭିମୁଖେ AI139 ଏବଂ ତେଲ…

ସିଏଚଏସଇ ଅଫିସିଆଲ ଓ୍ବେବସାଇଟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନ ବ୍ୟାଙ୍କ ଅପଲୋଡ୍ କଲା

ଭୁବନେଶ୍ୱର:ଯୁକ୍ତ ଦୁଇଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିଛି ପ୍ରଶ୍ନପତ୍ର ବ୍ୟାଙ୍କ। ପରୀକ୍ଷା ପୂର୍ବରୁ ସିବିଏସ୍ଇ ଏବଂ ଆଇସିଏସ୍ଇ ଦ୍ୱାରା ଜାରି କରାଯାଇଥିବା ପ୍ରଶ୍ନ ବ୍ୟାଙ୍କକୁ ଦୃଷ୍ଟିରେ ରଖି ସିଏଚଏସ୍ଇ…

ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଅନ୍ ଲାଇନ୍ ଲିକ୍, ସାଇବର ଥାନାରେ ଏତଲା ଦେଲା ବୋର୍ଡ

କଟକ: ନିକଟରେ ଅନଲାଇନରେ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ଅନୁଧ୍ୟାନ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ଶନିବାର କଟକ ସାଇବର ଥାନାରେ ଅଭିଯୋଗ କରାଯାଇଛି। ସେହିପରି ଚଳିତ ଦଶମ ଓ ମଧ୍ୟମା…

ବିଶ୍ୱକପ ୨୦୨୩: ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋର ଚେଜ କରିବାରେ ବିଫଳ ହେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋରକୁ ଚେଜ କରିବାରେ ଶ୍ରୀଲଙ୍କା ବିଫଳ ହୋଇଛି । ୪୨୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅବଶ୍ୟ…