ମାଲକାନଗିରିରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ ଅନୁଷ୍ଠିତ
ମାଲକାନଗିରି : ୨୦୨୪ ବର୍ଷ ଓଡିଶାରେ କଂଗ୍ରେସର ବର୍ଷ ହେବ । ବିଜେଡି ସରକାରକୁ ଟାର୍ଗେଟ୍ କରି ଏପରି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସରକାର ଆଦିବାସୀ ଅଧୃଷିତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଛନ୍ତି ସତ ହେଲେ ବିକାଶର ଘର ଶୂନ୍ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି…