Latest Odisha News

BREAKING NEWS

ରାତିରେ ଭଲରେ ନିଦ ହେଉନି କି? ତେବେ ଦୁରେଇ ରୁହନ୍ତୁ ଏହି ସବୁ ଖାଦ୍ୟରୁ

ଭୁବନେଶ୍ଵର: କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଏହାରିଭିତରେ ଅଧିକାଂଶ ଲୋକେ ସଠିକ ଭାବରେ ନିଦ ହେଉନଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି । କିନ୍ତୁ ଜୀବନଶୈଳୀ ଅପେକ୍ଷା ଆପଣଙ୍କ…

ବିହାର ପରେ ସାରା ଦେଶରେ ଜାତିଗତ ଜନଗଣନା ନେଇ ତେଜିଲା ବିତର୍କ

ପାଟଣା: ବିହାରରେ ଜାତି ସର୍ଭେ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ସାରା ଦେଶରେ ଜାତି ଗଣନା ପାଇଁ ଦାବି ଉଠିଛି। ଆଗାମୀ ବିଧାନସଭା ନିର୍ବାଚନ ଓ 2024 ଲୋକସଭା ନିର୍ବାଚନରେ ଜାତିଗତ ଜନଗଣନାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ବିହାର ଜାତି ସର୍ଭେ ରିପୋର୍ଟକୁ…

ବିମାନର କ୍ରିଉ ସଦସ୍ୟ ସାଙ୍ଗରେ ନେଇପାରିବେନି ମଦ, ଫରଫ୍ୟୁମ ଏବଂ ମାଉଥ ଓ୍ବାଶ!

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହାର ନିୟମରେ ସଂଶୋଧନ କରି ବିମାନ କର୍ମଚାରୀଙ୍କୁ ମଦ୍ୟପାନ ସହିତ ପରଫ୍ୟୁମ୍, ମାଉଥ୍ ଓ୍ୱାଶ, ଟୁଥ୍ ଜେଲ୍ ଆଦି ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ଜିନିଷକୁ ବ୍ୟବହାର କରି କ୍ରିଉ…

ମାନସିକ ଚାପ ଦୂର କରିବାକୁ ଡାକ୍ତରଙ୍କୁ ବିଦେଶ ପଠାଇବେ ସରକାର, ବଢ଼ିଲା ବିତର୍କ

ଭୁବନେଶ୍ୱର: ଓଡ଼ିଶା ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କୁ ବିଦେଶ ଗସ୍ତରେ ପଠାଇ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ମାନସିକ ଚାପ ଦୂର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଲୋକ ଏଭଳି ଯାତ୍ରାର…

ଏସସିବିରେ ବିଦ୍ୟୁତ ବିଭ୍ରାଟ ପରେ ପାଣି ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଓ ବ୍ୟସ୍ତବହୁଳ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ସମସ୍ୟା ପରେ ପାଣି ସମସ୍ୟା ଦେଖାଦେଇଛି। ଫଳରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ବିଜୁଳି ସମସ୍ୟା ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ…

ମହାରାଷ୍ଟ୍ରର ସରକାରୀ ହସ୍ପିଟାଲରେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ଥିବା ଡାକ୍ତର ଶଙ୍କରରାଓ ଚହ୍ୱାନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାରରୁ ରବିବାର ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨ ନବଜାତ ଶିଶୁଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା…

ଜନ ସମ୍ପର୍କ ପଦଯାତ୍ରା ବେଳେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ

କଟକ: ସାଲେପୁରରେ ସୋମବାର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଘଟଣା ଦଳ ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ସ୍ଥାନୀୟ ବିଜେଡି ନେତା ହିମାଂଶୁ ମହାନ୍ତି ଓ ତାଙ୍କ ସମର୍ଥକମାନେ ମହାତ୍ମାଗାନ୍ଧୀଙ୍କ ଫଟୋ ଓ ବ୍ୟାନର ଧରି…

କେନ୍ଦୁଝରରେ ହସ୍ପିଟାଲରେ ଅପରେସନ ବେଳେ ମହିଳାଙ୍କ ମୃତ୍ୟୁ, ପରିବାର ଲୋକଙ୍କ ପ୍ରତିବାଦ

କେନ୍ଦୁଝର: ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ଅପରେସନ ସମୟରେ ମୃତ୍ୟୁ ହେବା ପରେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ମୃତକଙ୍କ ପରିବାର ଲୋକେ ସୋମବାର ପ୍ରତିବାଦ କରିଛନ୍ତି। ପୁଷ୍ପଲତା ମହାନ୍ତି ନାମକ ଜଣେ ମହିଳା ପେଟରୁ ଟ୍ୟୁମର ବାହାର କରିବା ପାଇଁ ଅପରେସନ ପାଇଁ…

ମଦ ପିଇବା ବେଳେ ଦୁଇ ସାଙ୍ଗ ମଧ୍ୟରେ ବଚସା, ଜଣଙ୍କର ମୃତ୍ୟୁ

ଝାରସୁଗୁଡ଼ା: ସୋମବାର ଏକ ବିବାଦକୁ କେନ୍ଦ୍ର କରି ଝାରସୁଗୁଡାରେ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଳଦେବ ଚାନ୍ଦ ଓ ଅଭିଯୁକ୍ତ ଚୈତନ୍ୟ ରାଉତ ବଞ୍ଜାରୀ ଗ୍ରାମ ଉପକଣ୍ଠରେ ଥିବା ଏକ ଦୋକାନରେ ଏକାଠି ମଦ ପିଉଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର: ୨୫୯ ଜଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ୭୨ଜଣ ଶ୍ରମିକଙ୍କ…