Latest Odisha News

BREAKING NEWS

ଆଜିଠୁ ପିତୃପକ୍ଷ: ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼

ପୁରୀ: ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ । ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ…

ଭୟ ବଢାଉଛି ସ୍କ୍ରବ୍ ଟାଇଫସ: ସୁନ୍ଦରଗଡ଼ରୁ ପୁଣି ୨୦ ପଜିଟିଭ୍ ଚିହ୍ନଟ

ସୁନ୍ଦରଗଡ: ଅଟକିବାର ନାଁ ଧରୁନି ରାଜ୍ୟରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ । ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତଙ୍କର ହଟସ୍ପଟ ପାଲଟିଛି । ସବୁଦିନ ଚିହ୍ନଟ ହେଇଛନ୍ତି ଆକ୍ରାନ୍ତ । ଗତକାଲି ପରୀକ୍ଷା…

ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର: ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ମେୟର । ଗତକାଲି ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।…

କବିତା : ତୁମେ ଆସିଲ ବୋଲି

ସ୍ମୃତି ରଞ୍ଜନ ତ୍ରିପାଠୀ  ଯମୁନାରୁ ଯେବେ ସରି ସରି ଆସୁଥିଲା ବିରହ ମୋ ଆଖିରୁ କିଛି ରାତି ଫିଟେଇ ଜୁଳୁଜୁଳିଆ ସ୍ବପ୍ନରେ ଦେଖେଇଦେଲ ବାସ୍ତବ ହଁ ଏମିତି ବି ହୁଏ ସକାଳ… ମୁଁ ନାଉରୀ ନୁହେଁ ବର° ଅଥଳ ସାଗରେ ଜଗିଛି ଗୋଟେ ସଂକଳ୍ପକୁ ବୁଡ଼ି ଗଲାବେଳେ ଧୀକାରକୁ ସାଇତି ରଖିଲ ତମେ…

ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି, ଏହି ତାରିଖରେ କରିବେ ଶପଥ ପାଠ

କଟକ: ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି । ନୁଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଆସନ୍ତା ଅକ୍ଟୋବାର ୪ ତାରିଖରେ ସେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି…

ଶୋଇଲାବେଳେ ଇୟର ଫୋନ ଲଗାଇ ମ୍ୟୁଜିକ ଶୁଣୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଆଜିକାଲି ଯୁବପିଢ଼ି ଗୀତ ଶୁଣି ଶୁଣି ଶୋଇବାକୁ ପସନ୍ଦ କରୁଛନ୍ତି । ଏହାଛଡ଼ା ମ୍ୟୁଜିକ ଦ୍ୱାରା ମଧ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇ ପାରୁଛି । କିଛି ଲୋକ ଶୋଇବା ପୂର୍ବରୁ ହାଲକା ସଂଗୀତ ଶୁଣିବାକୁ ପସନ୍ଦ କରନ୍ତି । କେହିକେହି ଗୀତ ଶୁଣି ଶୁଣି ମଧ୍ୟ ଶୋଇଥାନ୍ତି । ଅନେକ ଗବେଷଣାରେ…

ଶୁଷ୍କ ଅଂଚଳର ଏହି ଗୋଲାକୃତି ନେଇ ଚିନ୍ତାରେ ବୈଜ୍ଞାନିକ

କେପଟାଉନ: ଶୁଷ୍କ ଭୂମି ତଥା ମରୁଭୂମି ଅଂଚଳରେ ଏବେ କିଛି ଦିନ ହେବ ଗୋଲାକୃତି ଚିହ୍ନ ସୃଷ୍ଟି ହେଉଛି । ବୈଜ୍ଞାନିକ ଭାଷାରେ ଫେୟରୀ ସର୍କଲ ବିଭିନ୍ନ ଅଂଚଳରେ ଦେଖାଯିବା ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଦକ୍ଷିଣ ଆଫ୍ରିକାର ନାମୀବ ମରୁଭୂମି ଓ ପଶ୍ଚିମ ଅଷ୍ଟ୍ରେଲିଆ ଏହା ଦେଖିବାକୁ…

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ କରାଯିବା ଉଚିତ ନୁହେଁ: ଲ’ କମିଶନ

ନୂଆଦିଲ୍ଲୀ: ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଅଧିନିୟମ (POCSO) ଅନୁଯାୟୀ ଆଇନ କମିଶନ ୧୮ ରୁ ୧୬ ବର୍ଷ ବୟସକୁ ହ୍ରାସ କରିବାକୁ ବିରୋଧ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଏହା କରିବା ଦ୍ୱାରା ବାଲ୍ୟ ବିବାହ ଏବଂ ଶିଶୁ କାରବାର ବିରୋଧୀ କାର୍ଯ୍ୟକଳାପ ଉପରେ କୁ ପ୍ରଭାବ ପଡ଼ିପାରେ। ତେଣୁ…

ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ: ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ଆସିବ ନୂଆ ୟୁନିଫର୍ମ। ଡିଜାଇନ୍ କରିବେ ବଲିଉଡ ସେଲିବ୍ରିଟି ଡିଜାଇନର ତଥା ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା। ଏୟାର ଇଣ୍ଡିଆର ଏହି ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ…

ବିଶ୍ୱକପ କ୍ରିକେଟ ପାଇଁ ଭାଷ୍ୟକାରଙ୍କ ତାଲିକା ଜାରୀ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ଭାଷ୍ୟକାରଙ୍କ ତାଲିକା ଘୋଷଣା କରିଛି । ନାସୀର ହୁସେନ, ଇଆନ ବିଶପ ଓ ଇଆନ ସ୍ମିଥଙ୍କ ପରି ପ୍ରତିଷ୍ଠିତ ଭାଷ୍ୟକାରଙ୍କୁ ସାମିଲ କରାଯାଇଛି । ଭାରତରୁ ସୁନୀଲ ଗାଭାସ୍କର, ହର୍ଷ…