Latest Odisha News

BREAKING NEWS

ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା: ୩୦ ଘଣ୍ଟା ପରେ ମିଳିଲା ବାପାର ମୃତ ଦେହ, ଏବେବି ନିଖୋଜ କୁନି ଝିଅ

ଭଦ୍ରକ: ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା । ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ନିଖୋଜ ବାପା ଚନ୍ଦନ ସାହୁର ମୃତଦେହ । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଲା ମୃତ ଦେହ । ସେପଟେ ଏବେବି ନିଖୋଜ ରହିଛି କୁନି ଝିଅ । ଝିଅକୁ ଖୋଜାଖୋଜି ଜାରି ରଖିଛି…

ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ

କଟକ: ହୁତୁ ହୋଇ ଜଳିଲା ଲୁଗା ଦୋକାନ । କେହି କିଛି ଜାଣିବା ପୂର୍ବରୁ ଦୋକାନ ସାରା ବ୍ୟାପିଗଲା ନିଆଁର ପ୍ରକୋପ । କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ସୂଚନା…

କବିତା : ତଥାପି ଜୀବନ

ସାଗରିକା ଦାସ  ମୋର ଏକାନ୍ତ ମୂହୁର୍ତ୍ତ ସବୁ ଆଉ ମୋର୍ ହୋଇନାହିଁ ସେଥିରେ ଅତିଥି ଯେ ତୁମେ ! ସମୟର ଅଦ୍ଭୁତ ଟାଣଟୁଣ କର୍ତ୍ତବ୍ୟ ତା ଛଳନାରେ ବାହିନିଏ ଜୀବନ , ତା’ରି ଫାଙ୍କରେ ଅଳ୍ପଗଳ୍ପ୍ ନିଜସହ ନୀରବ ,ପ୍ରତିକ୍ରିୟାବିହୀନ ,ସ୍ବଛ…. ସେତିକି ସମୟବି ଛଡ଼େଇନେଲ ତୁମେ ? ଇସ୍ କି…

ନିଲାମ ହେଲା ରାଜ୍ୟର ସବୁଠୁ ବଡ ଲଡୁ, ଦାମ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କା

ତାଳଚେର: ସରିଲା ତାଳଚେର ପ୍ରସିଦ୍ଧ ଗଣେଶ ପୂଜା । ପାର୍ବତୀ ନନ୍ଦନଙ୍କୁ ଶେଷ ଦର୍ଶନ କରିଛନ୍ତି ଭକ୍ତ । ପୁଣି ଅପେକ୍ଷା ଆର ବର୍ଷକୁ । ଆଜି ହେବ ବିଘ୍ନହର୍ତ୍ତାଙ୍କୁ ଭସାଣି କାର୍ଯ୍ୟକ୍ରମ । ବିସର୍ଜନ ପୂର୍ବରୁ ଗତକାଲି ନିଲାମ ହୋଇଛି ୩୧ କ୍ବିଣ୍ଟାଲ ଓଜନ ବିଶିଷ୍ଠ ଓଡ଼ିଶାର ସବୁଠୁ ବଡ଼ ଆଜ୍ଞା…

ବିଶ୍ଵ ହୃଦୟ ଦିବସ: ହୃଦୟକୁ ବ୍ୟବହାର କର, ହୃଦୟକୁ ଜାଣ

ଭୁବନେଶ୍ଵର: ମଣିଷ ଶରୀରର ହାର୍ଟ ବା ହୃତପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ । ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ଅତ୍ଯନ୍ତ ଆବଶ୍ୟକ । ଲୋକଙ୍କୁ ଏହି ବାବଦରେ ସଚେତନ କରାଇବା ଲାଗି ପ୍ରଥମେ ୨୦୦୦ ମସିହାରେ ଏହି ଦିବସ…

ଆଜି ପବିତ୍ର ଭାଗବତ ଜନ୍ମ: ସମଗ୍ର ସୃଷ୍ଟି ଓ ଜୀବନ ରହସ୍ୟର ରହସ୍ୟମୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଶାସ୍ତ୍ର

ଆଜି ପବିତ୍ର ଭାଗବତ ଜନ୍ମ । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏହାକୁ ମଧ୍ୟ 'ଭାଗବତ ବଢ଼ା' ମଧ୍ୟ କୁହାଯାଏ । ଭାଗବତର ଆଧ୍ୟାତ୍ମିକ ଦିଗଟି ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ…

ଛାତ୍ରଙ୍କୁ ସହପାଠୀକୁ ଚାପୁଡା ମାରିବାକୁ କହି ଶିକ୍ଷୟତ୍ରୀ ଗିରଫ

ବେରେଲି: ଜଣେ ଛାତ୍ରୀ ପ୍ରଶ୍ନର ଉତ୍ତର ନଦେବାରୁ ଅନ୍ୟ ସମ୍ପ୍ରଦାୟର ଜଣେ ସହପାଠୀଙ୍କୁ ଚାପୁଡ଼ା ମାରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ୟୁପି ସମ୍ଭଲ ଜିଲ୍ଲା ଅସମୋଲି ଥାନା ଅନ୍ତର୍ଗତ…

ନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ଆରଆଇ ଓ ସରପଞ୍ଚଙ୍କ ସମେତ ପାଞ୍ଚ ଗିରଫ

ବରଗଡ: ନକଲି ଜାତି, ଆବାସିକ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ଜଣେ ସରପଞ୍ଚଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ଉଭୟ ଆରଆଇ ଓ ସରପଞ୍ଚ ବରଗଡ଼ର ହୋଇଥିବା ବେଳେ ଅନ୍ୟ ତିନି ଜଣ ଉତ୍ତର ପ୍ରଦେଶ (ୟୁପି)ର ବୋଲି…

ଅର୍କ ବିଜେପିରେ ସାମିଲ, ଜିଲ୍ଲାରେ ହୋଇପାରେ ବଡ଼ ଦଳୀୟ ପରିବର୍ତ୍ତନ

କଳାହାଣ୍ଡି: ଜିଲ୍ଲାର ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ପତ୍ନୀ ମାଳବିକା ଦେବୀଙ୍କ ସହ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି। ମୁଖ୍ୟତଃ ଉଭୟ ପତି ଓ ପତ୍ନୀ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଉପର ନେତାଙ୍କଠୁ…

କାନାରା ବ୍ୟାଙ୍କ ମ୍ୟାନେଜର ମାନସିକ ଅବସାଦ ପାଇଁ ନିଜ ଇଚ୍ଛାରେ ଗାଏବ ହୋଇଥିଲେ: ଏସପି

କଟକ: ତିନି ଦିନ ଧରି ନିଖୋଜ ଥିବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁରୁବାର ଗଞ୍ଜାମ ଜିଲ୍ଲା ଗିରିସୋଲା ଅଞ୍ଚଳରୁ ଉଦ୍ଧାର କରିଛି। ମାନସିକ ଅବସାଦ ଯୋଗୁଁ ମ୍ୟାନେଜର ତପନ ସାହୁ ନିଜେ ନିଖୋଜ ହୋଇଯାଇଥିଲେ ବୋଲି କଟକ ଅତିରିକ୍ତ ଏସପି (ଗ୍ରାମୀଣ) ଦେବବ୍ରତ ବରାଳ ସୂଚନା ଦେଇଛନ୍ତି।…