ଷ୍ଟାର ପ୍ରଚାରକ ମୋଦୀ; ଯେଉଁଠାରେ ମୋଦୀଙ୍କ ପାଦ ପଡିଛି, ସେଠି କଂଗ୍ରେସ ଜିତିଛି: ପୱନ ଖେଡ଼ା
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ମଙ୍ଗଳବାର କଂଗ୍ରେସ ଦାବି କରିଛି ଯେ ବିଜେପି ପରାଜୟ ଗ୍ରହଣ କରିଥିବାରୁ ନିର୍ବାଚନ ପୂର୍ବରୁ ଫଳାଫଳ ସ୍ପଷ୍ଟ ହୋଇଛି। ମୁଖ୍ୟ ବିରୋଧୀ ଦଳର ଗଣମାଧ୍ୟମ ବିଭାଗର ମୁଖ୍ୟ ପୱନ ଖେଡା ମଧ୍ୟ…