Latest Odisha News

BREAKING NEWS

ରୋଜଗାର ମେଳା: ୫୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୫୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନ ମନ୍ତ୍ରୀ ମୋଦି । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ୪୬ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାର ଉଦଘାଟନ କରିବା ସହ ସେଠାରେ ଉପସ୍ଥିତ ସମସ୍ତ ଯୁବକ-ଯୁବତୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ବିଶେଷ…

ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିକୁ ପଠାଗଲା ସରପଞ୍ଚମାନଙ୍କ ଦାବି ସମ୍ପର୍କିତ ସ୍ମାରକପତ୍ର

ଭୁବନେଶ୍ୱର: ରାଜ୍ୟ ସରପଞ୍ଚ ମହାସଂଘ, ଓଡ଼ିଶାର କର୍ମକର୍ତ୍ତାମାନେ ଗତକାଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଭେଟି ସେମାନଙ୍କ ଦାବି ସଂପର୍କିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କର ଦାବି ସମ୍ବନ୍ଧରେ ଅବଗତ ହେବା ପରେ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ନୂଆଖାଇ ପର୍ବ ପାଳନର ସ୍ୱତନ୍ତ୍ରତା ତଥା ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ପରିପ୍ରେକ୍ଷୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ,…

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି ସୋସିଆଲ ମିଡିଆ ଏକ୍ସରେ…

ରାସ୍ତା ନାହିଁ ଯିବୁ କେମିତି? ରାସ୍ତା ଦୁରାବସ୍ଥା ପାଇଁ ଚିନ୍ତାରେ ଗ୍ରାମବାସୀ

ଯାଜପୁର: ରାସ୍ତାର ଯୁଆଡେ ଦେଖିବ ସିଆଡେ ଖାଲ । ରାସ୍ତାସାରା ପାଣିକାଦୁଅ । ଆଉ ଏହିପରି ରାସ୍ତାରେ ଯିବାଆସିବା କରୁଛନ୍ତି ଅନେକ ଳୋକ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ଅଞ୍ଚଳବାସୀ । ରାସ୍ତାର ଏପରି ଅବସ୍ଥା ଏବେକାର ନୁହେଁ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ…

ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ, ଜାଣନ୍ତୁ କାରଣ

ଭୁବନେଶ୍ଵର: ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ । ଏହି ଦିନକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜ୍ୟ ସରକାରଙ୍କ…

ଏହି ସୁପ୍ ୪ ଗୁରୁତର ରୋଗର ମେଡିସିନ୍ , ୫ ଦିନ ନିୟମିତ ପିଇବା ଦ୍ବାରା ମିଳିବ ଚମତ୍କାର ଲାଭ

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ପୁଷ୍ଟିକର ଖାଦ୍ୟ  ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି । ଏପରି ପରିସ୍ଥିତିରେ ପୋଷକ ତତ୍ତ୍ୱରେ ଭରପୂର ସବୁଜ ପନିପରିବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବିଶେଷକରି କୋବି ।  ଯଦିଓ ଅନେକ ଲୋକ କୋବି ଖାଇବାକୁ ପସନ୍ଦ…

ଆଜି ରତ୍ନଭଣ୍ଡାର ମାମଲାର ଶୁଣାଣି: ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ

ପୁରୀ: ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲାର ଶୁଣାଣି ହେବ  ।  ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ହିସାବ କରିବାକୁ ଦାବି କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି ହେବ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ…

ଆଜି ‘ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ’: ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

ନୂଆଦିଲ୍ଲୀ: ପରିବେଶ ଆମକୁ ବଞ୍ଚିବା ପାଇଁ ସବୁକିଛି ଯୋଗାଇଥାଏ । ଯେପରିକି ଖାଦ୍ୟ, ବାସଗୃହ ଏପରିକି ପୋଷାକ ମଧ୍ୟ ପରିବେଶରୁ ମିଳୁଥିବା ଜିନିଷରୁ ତିଆରି କରାଯାଏ । ତେଣୁ ଆମକୁ ସୁସ୍ଥ ରହିବା ପାଇଁ ପ୍ରକୃତି ଏବଂ ପରିବେଶର ଯତ୍ନ ନେବା ନିହାତି ଆବଶ୍ୟକ | ଆମେ ରହୁଥିବା ସ୍ଥାନ କିପରି ସବୁବେଳେ…

ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ, ଦୁଇ ନାବାଳକ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି କୋଠାର ୫ମ ମହଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହ ଘଟଣାସ୍ଥଳରେ ଫସିଥିବା ଦୁଇ ନାବାଳକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଦୁଇ…