ଆଜି ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେବି ତାଙ୍କ ସଂସଦ ନିର୍ବାଚନମଣ୍ଡଳୀକୁ ଆସନ୍ତି, ସେତେବେଳେ କାଶୀର ଚିତ୍ର ଅନେକ ଉପହାର ସହିତ ବଦଳୁଥିବା ଦେଖାଯାଇଥାଏ । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀ ଗସ୍ତରେ ଆସିବେ ଏବଂ ଏହି ସମୟ ମଧ୍ୟରେ ବନାରସବାସୀ ୧୦୦୦ କୋଟିରୁ…