ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ: ୬ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ୨୩ ଛାତ୍ରଛାତ୍ରୀ
ଭୁବନେଶ୍ୱର: ୱାର୍ଲ୍ଡ ସ୍କିଲ୍ ସେଣ୍ଟର (World Skill Center - WSC) ର ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ହାସଲ କରିବା ଏବଂ ଗ୍ଲୋବାଲ୍ କ୍ୟାରିୟର ଗଠନ କରିବା ପାଇଁ ସିଙ୍ଗାପୁର ଯାଇଛନ୍ତି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସିଙ୍ଗାପୁରର…