ଟି୨୦ ବିଶ୍ୱକପ ୨୦୨୪: ଆମେରିକାର ଭେନ୍ୟୁ ଘୋଷଣା କଲା ଆଇସିସି
ଦୁବାଇ: ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏହା ପରେ ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଟି୨୦ ବିଶ୍ୱକପ ଆୟୋଜନ କରିବେ । ପ୍ରଥମ ଥର ପାଇଁ ଆମେରିକାରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଆଇସିସି ଏହାର ୩ଟି ଭେନ୍ୟୁ ଘୋଷଣା କରିଛି । ଡଲାସ,…