ବିବାଦ ଭିତରେ କାନାଡାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ: କାନାଡ଼ାରେ ବଢୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ରାଜନୈତିକ ଦୃଷ୍ଟିରୁ ଘୃଣା ଅପରାଧ ଓ ହିଂସାକୁ ଦୃଷ୍ଟିରେ ରଖି ଭାରତ ସରକାର ବୁଧବାର କାନାଡ଼ାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଡଭାଇଜରି ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଦୁଇ ଦେଶର ବିବାଦକୁ…