ଆସନ୍ତୁ ଜାଣିବା ଦୁନିଆର ଦାମୀ ମୁଦ୍ରା ସମ୍ପର୍କରେ
ଲଣ୍ଡନ: ଇଷ୍ଟ ଇଣ୍ଡିଆ କମ୍ପାନୀ କୁଇନ ଏଲିଜାବେଥ ୨ଙ୍କ ପୂଣ୍ୟତିଥିରେ ଦି କ୍ରାଉନ କଏନ ନାମକ ଏକ ମୁଦ୍ରା ଜାରୀ କରିଛି । ଏହାକୁ ସବୁଠାରୁ ଦାମୀ ମୁଦ୍ରା ଭାବେ ବିବେଚନା କରାଯାଉଛି । ଏହାର ଆନୁମାନିକ ମୂଲ୍ୟ ୧୯୨ କୋଟି ଟଙ୍କା ହେବ । ୪ କିଲୋଗ୍ରାମ ସୁନାରେ ଏହାକୁ ନିର୍ମିତ କରାଯାଇଛି । ଏଥିରେ…