ଘୁଞ୍ଚିପାରେ ଚନ୍ଦ୍ରମୁଖୀ -୨ର ରିଲିଜ୍ ତାରିଖ, ‘ଜୱାନ’ର କ୍ରେଜ ଦେଖି ଦ୍ଵନ୍ଦରେ ନିର୍ଦ୍ଦେଶକ
ମୁମ୍ବାଇ: ଜୱାନ'ର ସଫଳତା ଦେଖି ଅନ୍ୟାନ୍ୟ ଫିଲ୍ମ ନିର୍ମାତା ମାନେ ନିଜ ଫିଲ୍ମର ରିଲିଜକୁ ନେଇ ପଛଘୁଞ୍ଚା ଦେଉଥିବାର ଦେଖା ଯାଇଛି । ପ୍ରେକ୍ଷାଳୟ ଗୁଡ଼ିକରେ ଫିଲ୍ମ 'ଜୱାନ' ଚାଲିଥିବା ବେଳେ କାଳେ ତାଙ୍କର ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ ନକରିବ ଏହାକୁ ନେଇ ଦ୍ଵନ୍ଦରେ ପଡିଛନ୍ତି ଅନେକ…