ଭିଜିଲାନ୍ସ ଜାଲରେ ଅବକାରୀ ବାବୁ: ଜବତ ହେଲା ୨ଟି ବିଲ୍ଡିଂ , ୬ଟି ପ୍ଲଟ ଓ ନଗଦ ୧.୩୫ ଲକ୍ଷ ଟଙ୍କା
କଟକ: ଭିଜିଲାନ୍ସ ପଞ୍ଝାରେ ଏଏସଆଇ । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଚଢାଉ ବେଳେ ଦୁଇଟି ବିଲ୍ଡିଂ, ୬ଟି ପ୍ଲଟ୍, ୧.୩୫ ଲକ୍ଷ ଟଙ୍କା ,…